ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା Safari ରେ ଏକ ଓ୍ବେବ୍‌ସାଇଟ୍ ଏନ୍‌କ୍ରିପ୍ଟ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ

ଏକ ୱେବ୍‌ସାଇଟ୍ ଏନ୍‌କ୍ରିପ୍ଟ୍ ହୋଇଛି କି ନାହିଁ ତାହା ନିର୍ଦ୍ଧାରଣ କରିବା ପାଇଁ ସଂଯୋଗ ସୁରକ୍ଷା ବିବରଣୀ ସମୀକ୍ଷା କରନ୍ତୁ। ଆପଣ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍‌ଗୁଡ଼ିକ ସହିତ ଆଦାନପ୍ରଦାନ କରୁଥିବା ଡେଟାକୁ ସେଗୁଡ଼ିକ ମାସ୍କ୍ କରିପାରିବେ, ଯାହାଦ୍ୱାରା କେବଳ ଆପଣ ଏବଂ ସେମାନେ ଏହାକୁ ଦେଖିପାରିବେ। ଅନ୍ଯ ଜଣଙ୍କୁ “ଗୋପନରେ ଦେଖିବା”ରୁ ବାରଣ କରିବା ପାଇଁ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍ ବ୍ଯବହାର କରିବା ଗୁରୁତ୍ୱପୂର୍ଣ୍ଣ।

Safari ରେ ପୃଷ୍ଠା ମେନ୍ଯୂ ଖୋଲା ଅଛି ଏବଂ ପୃଷ୍ଠା ମଝିରେ ସଂଯୋଗ ସୁରକ୍ଷା ବିବରଣୀ କଣ୍ଟ୍ରୋଲ୍ ଅଛି।
  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ୱେବ୍‌ସାଇଟ୍‌କୁ ଯାଆନ୍ତୁ, ସର୍ଚ୍ଚ୍ ଫିଲ୍ଡ୍‌ର ବାମ ପାର୍ଶ୍ୱରେ ଥିବା ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍ କରନ୍ତୁ, ତା'ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  3. “ସଂଯୋଗ ସୁରକ୍ଷା ବିବରଣୀ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.