ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମ୍ଯାପ୍‌ରେ ଆପଣଙ୍କ ଲୋକେଶନ୍ ହିଷ୍ଟ୍ରି କ୍ଲିଅର୍ କରନ୍ତୁ

ଆପଣଙ୍କୁ ପ୍ରେଡିକ୍ଟିଭ୍ ଟ୍ରାଫିକ୍ ରାଉଟିଂ ଭଳି ପର୍ସନଲାଇଜ୍ ସେବା ପ୍ରଦାନ କରିବା ପାଇଁ ମ୍ଯାପ୍ ଆପ୍ ଲୋକେଶନ୍ ସେବାରୁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍ ବିଷୟରେ ସୂଚନା ବ୍ଯବହାର କରେ। ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍‌ଗୁଡ଼ିକ ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍‌କ୍ରିପ୍ଟ୍ ହୋଇଛି ଏବଂ ସେଗୁଡ଼ିକୁ Apple ଦ୍ୱାରା ପଢ଼ାଯାଇପାରିବ ନାହିଁ। ଆପଣ ଯେକୌଣସି ସମୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍‌ଗୁଡ଼ିକୁ ଡିଲିଟ୍ କରିପାରିବେ—ଉଦାହରଣ ସ୍ୱରୂପ, ପ୍ରେଡିକ୍ଟିଭ୍ ଟ୍ରାଫିକ୍ ରାଉଟିଂ ଏବଂ ସେହିପାରି ପର୍ସନଲାଇଜ୍ ହୋଇଥିବା ସେବା ରୀସେଟ୍ କରିବା।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଗୋପନୀୟତା ଓ ସୁରକ୍ଷାରେ ଟାପ୍ କରନ୍ତୁ, ତା’ପରେ ଲୋକେଶନ୍ ସେବାରେ ଟାପ୍ କରନ୍ତୁ।

  3. ସିଷ୍ଟମ୍ ସେବାରେ ଟାପ୍ କରନ୍ତୁ, ତା’ପରେ ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍‌ରେ ଟାପ୍ କରନ୍ତୁ।

  4. “ହିଷ୍ଟ୍ରି କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଏହି କାର୍ଯ୍ଯ ଆପଣ ଯେଉଁଠାରେ ସମାନ Apple ଆକାଉଣ୍ଟ୍‌କୁ ସାଇନ୍ ଇନ୍ କରିଛନ୍ତି ସେ ସବୁଠାରୁ ଆପଣଙ୍କର ସବୁ ଗୁରୁତ୍ବପୂର୍ଣ୍ଣ ଲୋକେଶନ୍ କ୍ଲିଅର୍ କରେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.