ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ

Apple ସେବା ଯେପରିକି App Store, Apple Music, iCloud, FaceTime, Apple Books ଇତ୍ଯାଦି ଆକ୍ସେସ୍ କରିବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ।

ଆପଣ ନିଜ Apple ଡିଭାଇସ୍ ସେଟ୍ ଅପ୍ କରିବା ସମୟ କିମ୍ବା ଅନ୍ଯ କୌଣସି ସମୟରେ ସାଇନ୍ ଇନ୍ କରିପାରିବେ:

  • ଗୋଟିଏ iPhone କିମ୍ବା iPad ରେ: ସେଟିଂସ୍ କୁ ଯାଆନ୍ତୁ, ତା’ପରେ “Apple ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ।

  • Mac ରେ: Apple ମେନ୍ଯୁ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ତା’ପରେ ସାଇଡ୍ ବାର୍‌ରେ “ଆପଣଙ୍କର Apple ଆକାଉଣ୍ଟ୍ ସାହଯ୍ଯରେ ସାଇନ୍ ଇନ୍ କରନ୍ତୁ” ଉପରେ କ୍ଲିକ୍ କରନ୍ତୁ।

ଯଦି ଆପଣଙ୍କର Apple ଆକାଉଣ୍ଟ୍ ନାହିଁ, ତେବେ ଆପଣ ଗୋଟିଏ ଆକାଉଣ୍ଟ୍ ତିଆରି କରିପାରିବେ।

ଆପଣ ନିଜ ନାମ, ଫଟୋ, କଣ୍ଟାକ୍ଟ୍ ସୂଚନା, ପାସ୍‌ଓ୍ବର୍ଡ୍, ସୁରକ୍ଷା ସେଟିଂସ୍ ଏବଂ ପେମେଣ୍ଟ୍ ଏବଂ ଡିଲିଭରି ସୂଚନା ସହିତ ନିଜର Apple ଆକାଉଣ୍ଟ୍ ସୂଚନା ଦେଖିପାରିବେ ଏବଂ ଏହାକୁ ପରିବର୍ତ୍ତନ କରିପାରିବେ।

ଆପଣ ସମାନ Apple ଆକାଉଣ୍ଟ୍ ବ୍ଯବହାର କରି ସାଇନ୍ ଇନ୍ କରିଥିବା ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ସୂଚନା ଏବଂ ବିଷୟବସ୍ତୁ ଉପଲବ୍ଧ ଅଛି। Apple ସହାୟତା ଆର୍ଟିକଲ୍ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
Morty Proxy This is a proxified and sanitized view of the page, visit original site.