ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଲକ୍ ସ୍କ୍ରୀନ୍ ଫୀଚର୍ ଚାଲୁ କରନ୍ତୁ

iPhone ଲକ୍ ହୋଇଥିବା ବେଳେ ସହଜ ଆକ୍ସେସ୍ ପାଇଁ ଆପଣ ଲକ୍ ସ୍କ୍ରୀନ୍‌ରେ କିଛି ସାଧାରଣ ଭାବରେ ବ୍ୟବହୃତ ଫୀଚର୍ (ଯେପରିକି କଣ୍ଟ୍ରୋଲ୍ ସେଣ୍ଟର୍, ୱିଜେଟ୍ ଏବଂ ମିଡିଆ ପ୍ଲେବ୍ୟାକ୍ କଣ୍ଟ୍ରୋଲ୍) ଉପଲବ୍ଧ କରିପାରିବେ।

  1. ସେଟିଂସ୍  > Face ID ଓ ପାସ୍‌କୋଡ୍ (Face ID ଥିବା iPhone ରେ) କିମ୍ବା Touch ID ଓ ପାସ୍‌କୋଡ୍ (ହୋମ୍ ବଟନ୍ ଥିବା iPhone ରେ)।

  2. “ଲକ୍ ଥିବା ସମୟରେ ଆକ୍ସେସ୍‌କୁ ଅନୁମତି ଦିଅନ୍ତୁ” ଚାଲୁ କରନ୍ତୁ।

ଆପଣ ଏକ ମେଡିକଲ୍ ID ରେ ମେଡିକଲ୍ ସୂଚନା ଏବଂ ଜରୁରୀକାଳୀନ କଣ୍ଟାକ୍ଟ୍ ମଧ୍ଯ ଯୋଗାଇ ପାରିବେ ଯାହାକୁ ଆପଣଙ୍କ iPhone ଲକ୍ ହେବା ସମୟରେ ପ୍ରଥମ ଉତ୍ତରଦାତା ଏବଂ ଅନ୍ଯମାନେ ଦେଖିପାରିବେ। ““ଆପଣଙ୍କ ମେଡିକଲ୍ ID” ସେଟ୍ ଅପ୍ କରନ୍ତୁ ଏବଂ ଦେଖନ୍ତୁ” ଦେଖନ୍ତୁ।

ଯଦି ଆପଣ ଏକ ଫୀଚର୍‌କୁ ଲକ୍ ସ୍କ୍ରୀନ୍ ଆକ୍ସେସ୍ ବନ୍ଦ କରନ୍ତି, ତେବେ ଆପଣ ନିଜର iPhone ଥିବା ବ୍ୟକ୍ତିଙ୍କୁ ଏଥିରେ ଥିବା କୌଣସି ପର୍ସନଲ୍ ସୂଚନା ଦେଖିବାରୁ ପ୍ରତିରୋଧ କରନ୍ତି (ଯେପରିକି କ୍ୟାଲେଣ୍ଡର୍ ୱିଜେଟ୍‌ରେ ଏକ ଆଗାମୀ ଇଭେଣ୍ଟ୍)। ତେବେ, ଆପଣ ନିଜେ ମଧ୍ଯ ସୂଚନାକୁ ଶୀଘ୍ର ଆକ୍ସେସ୍ ହରାଇ ପାରନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.