ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା କ୍ଯାଲେଣ୍ଡର୍‌ରେ ଇଭେଣ୍ଟ୍ ଖୋଜନ୍ତୁ

ଶୀର୍ଷକ, ଆମନ୍ତ୍ରିତ ବ୍ଯକ୍ତି, ଲୋକେଶନ୍ ଏବଂ ନୋଟ୍ ଅନୁସାରେ ଆପଣ ଇଭେଣ୍ଟ୍ ଖୋଜିପାରିବେ।

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ସର୍ଚ୍ଚ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ସର୍ଚ୍ଚ୍ ଫିଲ୍ଡ୍‌ରେ ଆପଣ ଖୋଜିବାକୁ ଚାହୁଁଥିବା ଟେକ୍ସଟ୍ ଲେଖନ୍ତୁ।

Siri: Siri କୁ ପଚାରନ୍ତୁ କିଛି ଏହିପରି, “What’s on my calendar for Friday?” Siri କିପରି ବ୍ଯବହାର କରିବେ ଜାଣନ୍ତୁ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.