iPhone ର App Store ରେ ଆପ୍ ଶେୟର୍ କରନ୍ତୁ ଏବଂ ପଠାନ୍ତୁ

ଯେତେବେଳେ ଆପଣ App Store ରେ କିଛି ସ୍ୱତନ୍ତ୍ର ଜିନିଷ ପାଆନ୍ତି, ଆପଣ ଏହାର ଲିଙ୍କ୍ ଶେୟର୍ କରିପାରିବେ କିମ୍ବା ଗିଫ୍ଟ୍ ଭାବରେ ପଠାଇ ପାରିବେ।

ଧ‍୍ୟାନ ଦିଅନ୍ତୁ: ଗିଫ୍ଟ୍ ଭାବେ ପଠାଇବା ପାଇଁ ସମସ୍ତ ଆପ୍ ଉପଲବ୍ଧ ନାହିଁ। Apple ରୁ ଆପ୍, ମିଡିଆ ଇତ୍ଯାଦି ଗିଫ୍ଟ୍ ଭାବରେ ଦିଅନ୍ତୁ ସେ ବିଷୟରେ Apple ସହାୟତା ଆର୍ଟିକଲ୍ ଦେଖନ୍ତୁ।

  1. ଆପଣଙ୍କ iPhone ରେ App Store ଆପ୍ କୁ ଯାଆନ୍ତୁ।

  2. ଆପଣ ଶେୟର୍ କରିବାକୁ ଚାହୁଁଥିବା ଆପ୍‌ରେ ଟାପ୍ କରନ୍ତୁ କିମ୍ବା ଏହାର ବିବରଣୀ ଦେଖିବା ପାଇଁ ଦିଅନ୍ତୁ।

  3. “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ ଶେୟର୍ କରିବା ବିକଳ୍ପ ବାଛନ୍ତୁ କିମ୍ବା ଗିଫ୍ଟ୍ ଆପ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.