ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା Safari ରେ ପାସ୍‌କୀ' ସାହାଯ‍୍ୟରେ ସାଇନ୍ ଇନ୍ କରନ୍ତୁ

Safari ଆପ୍ ରେ, ଆପଣ ସମର୍ଥିତ ଓ୍ବେବ୍‌ସାଇଟ୍‌ରେ ସୁରକ୍ଷିତ ଭାବେ ସାଇନ୍ ଇନ୍ କରିବା ପାଇଁ Face ID ( ସମର୍ଥିତ ମଡେଲ୍ ) କିମ୍ବା Touch ID ( ସମର୍ଥିତ ମଡେଲ୍ ) ବ୍ଯବହାର କରିପାରିବେ। ଓ୍ବେବ୍‌ସାଇଟ୍ ଏବଂ ଆପ୍‌ରେ ସାଇନ୍ ଇନ୍ କରିବାକୁ ପାସ୍‌କୀ' ବ୍ଯବହାର କରନ୍ତୁ ଦେଖନ୍ତୁ।

iPhone ସ୍କ୍ରୀନ୍‌ର ନିମ୍ନ ଅର୍ଦ୍ଧ ପାର୍ଶ୍ବର ଏକ ୱେବ୍‌ସାଇଟ୍‌ରେ ସାଇନ୍ ଇନ୍ କରିବା ପାଇଁ ଏକ ପାସ୍‌କୀ’ ବ୍ଯବହାର କରିବାର ବିକଳ୍ପ ଦେଖାଉଛି।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.