iPhone ରେ ଥିବା ପ୍ରୀଭ୍ଯୂ ଆପ୍‌ରେ PDF ଲକ୍ କରନ୍ତୁ

ଅନ୍ଯମାନଙ୍କୁ ଆପଣଙ୍କ କାର୍ଯ୍ଯକୁ ଏଡିଟ୍ କିମ୍ବା ଡିଲିଟ୍ କରିବାରୁ ରୋକିବା ପାଇଁ ଆପଣ ଏକ PDF ଡକ୍ଯୁମେଣ୍ଟ୍‌କୁ ପାସ୍‌ୱର୍ଡ୍ ସହିତ ଲକ୍ କରିପାରିବେ।

ଏକ ଲକ୍ ହୋଇଥିବା PDF ଫର୍ମ୍‌ରେ ପାସ୍‌ୱର୍ଡ୍ ଫିଲ୍ଡ୍ ଦେଖାଉଛି। ସ୍କ୍ରୀନ୍‌ର ନିମ୍ନରେ ମାର୍କ୍‌ଅପ୍, ସୂଚନା ଓ ଶେୟର୍ କରନ୍ତୁ ବଟନ୍ ଅଛି।
  1. ଆପଣଙ୍କ iPhone ରେ ଥିବା ପ୍ରୀଭ‍୍ୟୂ ଆପ୍ କୁ ଯାଆନ୍ତୁ।

  2. ଏକ PDF ଖୋଲନ୍ତୁ

    ଗୁରୁତ୍ବପୂର୍ଣ୍ଣ: ପାସ୍‌ୱର୍ଡ୍-ସୁରକ୍ଷିତ ନଥିବା ଏକ କପି ରଖିବା ପାଇଁ, “ଆକ୍ସନ୍ ମେନ୍ଯୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଡୁପ୍ଲିକେଟ୍‌ରେ ଟାପ୍ କରନ୍ତୁ।

  3. ଫାଇଲ୍ ନାମ ପାଖରେ ଥିବା “ଆକ୍ସନ୍ ମେନ୍ଯୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଲକ୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ପାସ୍‌ୱର୍ଡ୍ ଆବଶ୍ଯକ”କୁ ଚାଲୁ କରନ୍ତୁ, ତା’ପରେ ପାସ୍‌ୱର୍ଡ୍‌ରେ ସମାନ ପାସ୍‌ୱର୍ଡ୍‌କୁ ଲେଖନ୍ତୁ ଏବଂ ଫିଲ୍ଡ୍ ଯାଞ୍ଚ କରନ୍ତୁ।

  5. ସମ୍ପୂର୍ଣ୍ଣରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.