ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

କ୍ରୟ କରାଯାଇଥିବା ଏବଂ ଡିଲିଟ୍ ହୋଇଥିବା ଆଇଟମ୍ iPhone କୁ ରିଷ୍ଟୋର୍ କରନ୍ତୁ

ଆପଣ App Store, Book Store, Apple TV ଆପ୍ ଏବଂ iTunes Store ରୁ କ୍ରୟ ହୋଇଥିବା ଆଇଟମ୍‌ଗୁଡ଼ିକୁ ପୁନଃ କ୍ରୟ ନକରି ଡାଉନ୍‌ଲୋଡ୍ କରିପାରିବେ। ଯଦି ଆପଣ ଏକ ଫ୍ଯାମିଲି ଶେୟରିଂ ଗ୍ରୂପ୍‌ର ଅଂଶ ଅଟନ୍ତି, ତେବେ ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା କ୍ରୟ କରାଯାଇଥିବା ଜିନିଷଗୁଡ଼ିକ ମଧ୍ୟ ଡାଉନ୍‌ଲୋଡ୍ କରିପାରିବେ। ଆପଣଙ୍କ iPhone ରେ ନଥିବା କ୍ରୟଗୁଡ଼ିକୁ ରିଷ୍ଟୋର୍ କରିବା ପାଇଁ, ନିମ୍ନୋକ୍ତ Apple ସହାୟତା ଆର୍ଟିକଲ୍ ଦେଖନ୍ତୁ:

ଆପଣ ନିକଟରେ ଡିଲିଟ୍ କରାଯାଇଥିବା ଇମେଲ୍, ଫଟୋ, ନୋଟ୍ ଏବଂ ଭଏସ୍ ମେମୋଗୁଡ଼ିକ ମଧ୍ଯ ରିକଭର୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.