iPhone ରେ ଥିବା Siri ସହାୟତାରେ ମ୍ଯୂଜିକ୍ ଏବଂ ପଡ୍‌କାଷ୍ଟ୍ ଚଲାନ୍ତୁ

ଆପଣଙ୍କ iPhone ରେ ଆପଣଙ୍କ ପସନ୍ଦର ମ୍ଯୂଜିକ୍ ଏବଂ ପଡ୍‌କାଷ୍ଟ୍ ଚଲାଇବା ଏବଂ ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ କରିବା ପାଇଁ Siri କୁ ବ୍ଯବହାର କରନ୍ତୁ।

Apple Music ସହ Siri କୁ ବ୍ଯବହାର କରନ୍ତୁ

ଯଦି ଆପଣଙ୍କ ପାଖରେ Apple Music ର ଏକ ବ୍ଯକ୍ତିଗତ, ପରିବାର କିମ୍ବା ଷ୍ଟୁଡେଣ୍ଟ୍ ସବ୍‌ସ୍କ୍ରିପ୍ସନ୍ ଥାଏ, ତେବେ Siri କୁ Apple Music କାଟାଲଗ୍‌ରୁ ଯେକୌଣସି ଜିନିଷ ଚଲାଇବାକୁ, ଲିରିକ୍ସ୍ ଅନୁସାରେ ଗୀତ ଖୋଜିବାକୁ, ଆପଣଙ୍କ ଲାଇବ୍ରେରିରେ ମ୍ଯୂଜିକ୍ ଯୋଡ଼ିବାକୁ ଇତ‍୍ୟାଦି କହିପାରିବେ।

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

ଏକ ନିର୍ଦ୍ଦିଷ୍ଟ ଗୀତ, ଆଲ୍‌ବମ୍, କଳାକାର କିମ୍ବା ପ୍ଲେଲିଷ୍ଟ୍ ଚଲାନ୍ତୁ

  • “Play ‘Everything Is Peaceful Love’ by Bon Iver”

  • “Play the playlist, Olivia’s Favorites”

  • “Play songs by Ariana Grande”

ଏକ ଦଶନ୍ଧି କିମ୍ବା ଶୈଳୀର ହିଟ୍ ଚଲାନ୍ତୁ

  • “Play some ‘90s alternative music”

  • “Play some popular hip-hop songs”

  • “Play some ‘80s music”

ଆପଣଙ୍କ ମୂଡ୍ ସହ ଖାପଖୁଆଇବା ଭଳି ମ୍ଯୂଜିକ୍ ଚଲାନ୍ତୁ

  • “Play some mellow music”

  • “Play music for a rainy day”

  • “Play something happy”

ଏକ ଆକ୍ଟିଭିଟି ପାଇଁ ମ୍ଯୂଜିକ୍ ଚଲାନ୍ତୁ

  • “Play music to study”

  • “Play some workout music”

ଆପଣଙ୍କ ପସନ୍ଦ ନାପସନ୍ଦ ବିଷୟରେ Siri କୁ କୁହନ୍ତୁ

  • “Favorite this song”

  • “I don’t like this song”

  • “Play more music like this”

କେବଳ ଆପଣଙ୍କ ପାଇଁ ବଛାଯାଇଥିବା ମ୍ଯୂଜିକ୍ ଚଲାନ୍ତୁ

  • “Play my Chill Mix”

  • “Play my Discovery Station”

  • “Play something I like”

କ’ଣ ଚାଲୁଛି ଜାଣନ୍ତୁ

  • “What’s playing?”

  • “Who sings this song?”

  • “What album is this on?”

ଆପଣଙ୍କ ଲାଇବ୍ରେରି କିମ୍ବା ପ୍ଲେଲିଷ୍ଟ୍‌ରେ ମ୍ଯୂଜିକ୍ ଯୋଡ଼ନ୍ତୁ

  • “Add this to my library”

  • “Add this song to my Workout playlist”

  • “Add this album to my Sunday Morning playlist”

ଲାଇଭ୍ ଏବଂ ଅନ୍-ଡିମାଣ୍ଡ୍ ରେଡିଓ ଶୁଣନ୍ତୁ

  • “Play R&B Now Radio”

  • “Play Apple Music 1”

  • “Play Rap Life Radio”

ଯାହା ଚାଲୁଛି ତାହା କଣ୍ଟ୍ରୋଲ୍ କରନ୍ତୁ

  • “Pause music”

  • “Resume music”

  • “Skip this song”

  • “Turn up the volume”

  • “Shuffle music”

ଗୀତର ଲିରିକ୍ସ୍ ଆଧାରରେ ସେଗୁଡ଼ିକୁ ଚଲାନ୍ତୁ

Siri କୁ ପଚାରନ୍ତୁ କିଛି ଏହିପରି “Play a song with the lyrics” ଏବଂ ତା’ପରେ ଲିରିକ୍ସ୍‌ରୁ ଏକ ମୁଖ୍ଯ ବ‍ାକ‍୍ୟାଂଶ କୁହନ୍ତୁ।

ଟିପ୍‌: iPhone ରେ କିମ୍ବା ଏହା ନିକଟରେ ଚାଲୁଥିବା ଏକ ଗୀତକୁ ମଧ‍୍ୟ ଆପଣ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ମ୍ଯୂଜିକ୍ ଚିହ୍ନଟକରଣ କଣ୍ଟ୍ରୋଲ୍ ଯୋଡ଼ି ଚିହ୍ନଟ କରିପାରିବେ। କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ଶୀର୍ଷ ବାମ ପଟେ “ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ନିମ୍ନରେ “କଣ୍ଟ୍ରୋଲ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ”ମ୍ଯୂଜିକ୍ ଚିହ୍ନଟ କରନ୍ତୁ” ଆଇକନ୍‌ରେ ଟାପ୍ କରନ୍ତୁ। ଏକ ଗୀତ ଚାଲୁଥିବା ସମୟରେ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ତା’ପରେ ”ମ୍ଯୁଜିକ୍ ଚିହ୍ନଟ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

Apple ପଡ୍‌କାଷ୍ଟ୍‌ ସହ Siri କୁ ବ୍ଯବହାର କରନ୍ତୁ

ଆପଣଙ୍କ ଫେଭରିଟ୍‌ ପଡ୍‌କାଷ୍ଟ୍‌ ଶୁଣନ୍ତୁ, ଶୋ’ ଫଲୋ କରନ୍ତୁ ଏବଂ ପ୍ଲେବ‍୍ୟାକ୍‌ କଣ୍ଟ୍ରୋଲ୍ କରନ୍ତୁ—ସବୁକିଛି Siri ସହିତ।

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

ପଡ୍‌କାଷ୍ଟ୍‌ ଚଲାନ୍ତୁ ଏବଂ ଫଲୋ କରନ୍ତୁ

  • “Play the latest episode of ‘The Rest is History’ podcast”

  • “Play the next episode”

  • “Follow ‘The Rest is History’ podcast”

ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ କରନ୍ତୁ

  • “Skip ahead three minutes”

  • “Play this twice as fast”

  • “Continue playing podcast”

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.