iPhone ର ପ୍ରୀଭ୍ଯୂ ଆପ୍‌ରେ PDF ଏବଂ ଇମେଜ୍‌କୁ ଏକ୍ସ୍‌ପୋର୍ଟ୍ କିମ୍ବା କମ୍ପ୍ରେସ୍ କରନ୍ତୁ

ଆପଣ ଏକ PDF କିମ୍ବା ଇମେଜ୍‌କୁ HEIC, PEG, JPEG-2000, PDF, PNG କିମ୍ବା TIFF ଫାଇଲ୍ ଭାବରେ ଏକ୍ସ୍‌ପୋର୍ଟ୍ କରିପାରିବେ। ଆପଣ ଫାଇଲ୍‌କୁ ମଧ‍୍ୟ କମ୍ପ୍ରେସ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ପ୍ରୀଭ‍୍ୟୂ ଆପ୍ କୁ ଯାଆନ୍ତୁ।

  2. ଏକ PDF କିମ୍ବା ଇମେଜ୍ ଖୋଲନ୍ତୁ

  3. ଫାଇଲ୍ ନାମ ପାଖରେ ଥିବା “ଆକ୍ସନ୍ ମେନ୍ଯୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଏକ୍ସ୍‌ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. ଏକ ଫାଇଲ୍ ଫର୍ମାଟ୍ ଚୟନ କରନ୍ତୁ।

    ଉପଲବ୍ଧ ଫର୍ମାଟ୍ ହେଉଛି HEIC, JPEG, PDF, PNG ଏବଂ TIFF।

  5. ବୈକଳ୍ପିକ ଭାବରେ, ଫାଇଲ୍ ସାଇଜ୍ ଆଡ୍‌ଜଷ୍ଟ୍ କରିବା ପାଇଁ ସ୍ଲାଇଡର୍ ବ୍ଯବହାର କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.