ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଭାଇବ୍ରେଶନ୍ ବନ୍ଦ କରନ୍ତୁ

ଯଦି ଆପଣ ନିଜ iPhone ଭାଇବ୍ରେଟ୍ କରିବା ଚାହୁଁନାହାନ୍ତି, ତେବେ ନିର୍ଦ୍ଦିଷ୍ଟ ଉପଯୋଗ କିମ୍ବା ସମସ୍ତ ଆଲର୍ଟ୍ ପାଇଁ ଆପଣ ଭାଇବ୍ରେଶନ୍ ବନ୍ଦ କରିପାରିବେ।

  • ନିର୍ଦ୍ଦିଷ୍ଟ ଆଲର୍ଟ୍ ପାଇଁ ଭାଇବ୍ରେଶନ୍ ବିକଳ୍ପ ସେଟ୍ କରନ୍ତୁ: ସେଟିଂସ୍  >ସାଉଣ୍ଡ୍ ଓ ହାପ୍‌ଟିକ୍ସ୍‌କୁ ଯାଆନ୍ତୁ। iPhone ସାଉଣ୍ଡ୍ ଏବଂ ଭାଇବ୍ରେଶନ୍ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

  • ସମସ୍ତ ଭାଇବ୍ରେଶନ୍ ବନ୍ଦ କରନ୍ତୁ: ସେଟିଂସ୍ ସେଟିଂସ୍ > ଆକ୍ସେସିବିଲିଟି > ଟଚ୍‌କୁ ଯାଆନ୍ତୁ, ତା’ପରେ ଭାଇବ୍ରେଶନ୍ ବନ୍ଦ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଏହି ସେଟିଂ ଭୂକମ୍ପ, ସୁନାମି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଆଲର୍ଟ୍ ସୂଚନା ପାଇଁ ଭାଇବ୍ରେଶନ୍ ବନ୍ଦ କରିଦିଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.