Phone ର ପାସ୍‌ୱର୍ଡ୍ ଆପ୍‌ରେ ଆପଣଙ୍କ Mac ପାଇଁ FileVault ରିକଭରି କୀ’ ଦେଖନ୍ତୁ

ଯେତେବେଳେ ଆପଣ Mac ରେ FileVault ସହିତ ଡେଟାକୁ ସୁରକ୍ଷିତ କରନ୍ତି, ଆପଣ ସେଟ୍ଅପ୍ ସମୟରେ ଏକ ରିକଭରି କୀ’ ପାଆନ୍ତି। ଯଦି ଆପଣ ନିଜ Mac ର ପାସ୍‌ୱର୍ଡ୍ ଭୁଲି ଯାଆନ୍ତି, ତେବେ ଆପଣ ରିକଭରି କୀ’ ଲେଖି ଆପଣ ଭୁଲି ଯାଇଥିବା ପାସ୍‌ୱର୍ଡ୍ ରୀସେଟ୍ କରିପାରିବେ। ଆପଣ ନିଜ iPhone ର ପାସ୍‌ୱର୍ଡ୍ ଆପ୍‌ରେ ରିକଭରି କୀ’ ଦେଖିପାରିବେ।

  1. ଆପଣଙ୍କ iPhone ରେ ଥିବା ପାସ୍‌ୱର୍ଡ୍ ଆପ୍ କୁ ଯାଆନ୍ତୁ।

  2. “ସମସ୍ତ”ରେ ଟାପ୍ କରନ୍ତୁ, ତା’ପରେ ଲିଷ୍ଟ୍‌ରେ ଆପଣଙ୍କ Mac ର ନାମରେ ଟାପ୍ କରନ୍ତୁ।

  3. ରିକଭରି କୀ’ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  4. ଅନ୍ଯତ୍ର ବ୍ଯବହାର କରିବାକୁ ପାସ୍‌ୱର୍ଡ୍ କପି କରିବା ପାଇଁ “ରିକଭରି କୀ’କପି କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ iPhone କିମ୍ବା iPad ରେ ଥିବା ପାସ୍‌ୱର୍ଡ୍ ଆପ୍‌ରେ ଆପଣଙ୍କ Mac ପାଇଁ ରିକଭରି କୀ ଦେଖିପାରିବେ, ଯେଉଁଠାରେ ଆପଣ ନିଜ Mac ଭଳି ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.