iPhone 17 Pro

iPhone 17 Pro ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 17 Pro ର ସାମ୍ନା ଭ‍୍ୟୂ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ପାର୍ଶ୍ବ ବଟନ୍ ଡାହାଣ ପାର୍ଶ୍ବରେ ଅଛି। USB-C କନେକ୍ଟର୍ ନିମ୍ନ ଭାଗରେ ଅଛି। ବାମ ପାର୍ଶ୍ବରେ, ନିମ୍ନରୁ ଶୀର୍ଷ ପର୍ଯ‍୍ୟନ୍ତ SIM ଟ୍ରେ, ଭଲ‍୍ୟୂମ୍ ବଟନ୍ ଏବଂ କାର୍ଯ‍୍ୟ ବଟନ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 କ‍୍ୟାମେରା କଣ୍ଟ୍ରୋଲ୍

4 USB-C କନେକ୍ଟର୍

5 SIM ଟ୍ରେ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)

6 ଭଲ୍ଯୂମ୍ ବଟନ୍

7 କାର୍ଯ‍୍ୟ ବଟନ୍

iPhone 17 Pro ର ପଛ ଭ‍୍ୟୂ। ପଛ କ‍୍ୟାମେରା ଓ ଫ୍ଲାଶ୍ ଶୀର୍ଷରେ ବାମପଟେ ଅଛି।

8 ପଛ କ‍୍ୟାମେରା

9 LiDAR ସ୍କାନର୍

10 ଫ୍ଲାଶ୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.