ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମ୍ଯାପ୍‌ରେ ଏକ ସମସ୍ଯାର ରିପୋର୍ଟ୍ କରନ୍ତୁ

ଯଦି ଆପଣ ଦେଖନ୍ତି ଯେ ମ୍ଯାପ୍‌ରେ କିଛି ମିଲୁନାହିଁ ଅଛି—ଏକ ଠିକଣା, ବ୍ଯବସାୟ, ଟ୍ରାଞ୍ଜିଟ୍ ରହଣି କିମ୍ବା ଅନ୍ଯ ଫୀଚର୍-ଆପଣ ଏହାକୁ ଯୋଡ଼ିପାରିବେ। ଆପଣ ଅନ୍ଯ ପ୍ରକାରର ସମସ୍ଯା ବିଷୟରେ ମଧ୍ଯ ରିପୋର୍ଟ୍ କରିପାରିବେ, ଯେପରିକି ଦିଗରେ ଏକ ଭୁଲ ପଦକ୍ଷେପ କିମ୍ବା ବନ୍ଦ ହୋଇଯାଇଥିବା ଏକ ବ୍ଯବସାୟ।

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ପିନ୍ ମାର୍କର୍ ନ ଦେଖାଯିବା ପର୍ଯ୍ଯନ୍ତ ମ୍ଯାପ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, କାର୍ଡ୍‌ର ନିମ୍ନଭାଗକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “କିଛି ହଜିଯାଇଛି ବୋଲି ରିପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ସର୍ଚ୍ଚ୍ ଫିଲ୍ଡ୍‌ର ପାର୍ଶ୍ୱରେ ଥିବା ଆପଣଙ୍କ ଇମେଜ୍ କିମ୍ବା ପ୍ରଥମ ଅକ୍ଷରରେ ଟାପ୍ କରନ୍ତୁ, ରିପୋର୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ଏକ ନୂଆ ସମସ୍ଯା ବିଷୟରେ ରିପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଏକ ବିକଳ୍ପ ବାଛନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଆପଣଙ୍କ ଘର କିମ୍ବା କାର୍ଯ୍ଯସ୍ଥଳୀ ପାଇଁ ବ୍ଯବହୃତ ଠିକଣା ପରିବର୍ତ୍ତନ କରିବା ପାଇଁ ଏକ ସ୍ଥାନରେ ନୋଟ୍ସ୍ ଯୋଡ଼ନ୍ତୁ ଦେଖନ୍ତୁ।

ଯଦି ଆପଣଙ୍କର ଏକ ବ୍ୟବସାୟ (ବଡ଼ କିମ୍ବା ଛୋଟ) ଅଛି, ତେବେ ଆପଣ ଆପଣଙ୍କ ଗ୍ରାହକମାନଙ୍କୁ ମ୍ଯାପ୍, Apple ୱଲେଟ୍, Siri ଇତ୍ଯାଦିରେ ଏହାକୁ ଖୋଜିବାରେ ସହାୟତା କରିବା ପାଇଁ Apple Business Connect ବ୍ୟବହାର କରିପାରିବେ। Apple Business Connect ବିଷୟରେ ଅଧିକ ଜାଣନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.