ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

Magic Keyboard ଏବଂ iPhone କୀ’ବୋର୍ଡ୍ ମଧ୍ଯରେ ସ୍ୱିଚ୍ କରନ୍ତୁ

Magic Keyboard ସାହାଯ‍୍ୟରେ, ଆପଣ ନିଜର ଆଞ୍ଚଳିକ ଭାଷା କୀ’ବୋର୍ଡ୍, ଇମୋଜି କୀ’ବୋର୍ଡ୍, ଆପଣ ଯୋଡ଼ୁଥିବା ଅନ୍ଯ ଭାଷା କୀ’ବୋର୍ଡ୍ ଏବଂ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ମଧ୍ଯରେ ସ୍ୱିଚ୍ କରିପାରିବେ।

ଭାଷା କୀ’ବୋର୍ଡ୍ ଏବଂ ଅନ୍‌ସ୍କ୍ରୀନ୍ ଇମୋଜି କୀ’ବୋର୍ଡ୍ ମଧ୍ଯରେ ସ୍ୱିଚ୍ କରନ୍ତୁ

  1. Magic Keyboard ରେ, କଣ୍ଟ୍ରୋଲ୍ କୀ’ ଦବାଇ ହୋଲ୍ଡ୍ କରନ୍ତୁ।

  2. ଭିନ୍ନ ଭିନ୍ନ ଭାଷାରେ ଟାଇପ୍ କରିବା ପାଇଁ ଆପଣଙ୍କର ଆଞ୍ଚଳିକ କୀ’ବୋର୍ଡ୍, ଇମୋଜି କୀ’ବୋର୍ଡ୍ ଏବଂ ଆପଣ ଯୋଡ଼ିଥିବା ଯେକୌଣସି କୀବୋର୍ଡ୍ ମଧ୍ଯରେ ଅଦଳବଦଳ କରିବାକୁ ସ୍ପେସ୍ ବାର୍ ଦବାନ୍ତୁ।

ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଦେଖାନ୍ତୁ କିମ୍ବା ଲୁଚାନ୍ତୁ

ଅନ୍‌ସ୍କ୍ରୀନ୍ କୀବୋର୍ଡ୍ ଦେଖାଇବା ପାଇଁ ଇଜେକ୍ଟ୍ କୀ’ Magic Keyboard ରେ ଦବାନ୍ତୁ। ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଲୁଚାଇବା ପାଇଁ, ଇଜେକ୍ଟ୍ କୀ’ ପୁଣିଥରେ ଦବାନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.