ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone 16 Pro Max

iPhone 16 Pro Max ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 16 Pro Max ର ସାମ୍ନା ପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ଡାହାଣ ପାର୍ଶ୍ୱରେ ସାଇଡ୍ ବଟନ୍ ଏବଂ କ‍୍ୟାମେରା କଣ୍ଟ୍ରୋଲ୍ ଅଛି। USB-C କନେକ୍ଟର୍ ନିମ୍ନ ଭାଗରେ ଅଛି। ବାମ ପାର୍ଶ୍ବରେ, ନିମ୍ନରୁ ଶୀର୍ଷ ପର୍ଯ‍୍ୟନ୍ତ SIM ଟ୍ରେ, ଭଲ‍୍ୟୂମ୍ ବଟନ୍ ଏବଂ କାର୍ଯ‍୍ୟ ବଟନ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 କ‍୍ୟାମେରା କଣ୍ଟ୍ରୋଲ୍

4 USB-C କନେକ୍ଟର୍

5 SIM ଟ୍ରେ (U.S ବାହାରେ କ୍ରୟ କରାଯାଇଥିବା ମଡେଲ୍‌ରେ ଉପଲବ୍ଧ)

6 ଭଲ୍ଯୂମ୍ ବଟନ୍

7 କାର୍ଯ‍୍ୟ ବଟନ୍

iPhone 16 Pro Max ର ପଛ ପଟ ଦୃଶ୍ଯ। ପଛ କ‍୍ୟାମେରା, ଫ୍ଲାଶ୍ ଏବଂ LiDAR ସ୍କାନର୍ ଶୀର୍ଷ ବାମରେ ଅଛି।

8 ପଛ କ‍୍ୟାମେରା

9 ଫ୍ଲାଶ୍

10 LiDAR ସ୍କାନର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.