ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ର ସମସ୍ତ ଡିଭାଇସ୍‌ରେ କଣ୍ଟାକ୍ଟ୍ ସିଙ୍କ୍ କରନ୍ତୁ

ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ କଣ୍ଟାକ୍ଟ୍ ସୂଚନା ଅପ୍-ଟୁ-ଡେଟ୍ ରଖିବାକୁ, ଯେଉଁଠାରେ ଆପଣ ନିଜର Apple ଆକାଉଣ୍ଟରେ ସାଇନ୍ ଇନ୍ କରିଛନ୍ତି, ସେଠାରେ ଆପଣ iCloud ବ୍ୟବହାର କରିପାରିବେ।

  1. ସେଟିଂସ୍ > [ଆପଣଙ୍କ ନାମ] > iCloud କୁ ଯାଆନ୍ତୁ।

  2. “iCloud ରେ ସେଭ୍ କରନ୍ତୁ” ପାଖରେ ଥିବା “ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ କଣ୍ଟାକ୍ଟ୍ ଚାଲୁ କରନ୍ତୁ।

ବିକଳ୍ପ ଭାବରେ, ଆପଣ iPhone ଏବଂ ଆପଣଙ୍କ କମ୍ପ୍ୟୁଟର୍‌ରେ ଥିବା ସୂଚନା ଅପ୍-ଟୁ-ଡେଟ୍ ରଖିବାକୁ iPhone ଏବଂ ଆପଣଙ୍କ Mac କିମ୍ୱା ୱିଣ୍ଡୋଜ୍ ଡିଭାଇସ୍ ମଧ୍ୟରେ ସୂଚନା ସିଙ୍କ୍ କରିପାରିବେ। ଆପଣଙ୍କ iPhone ଏବଂ ଅନ୍ଯ ଡିଭାଇସ୍ ମଧ୍ଯରେ ଫାଇଲ୍ ଟ୍ରାନ୍ସ୍‌ଫର୍‌ କରନ୍ତୁ ଦେଖନ୍ତୁ।

ଯଦି ଆପଣ କଣ୍ଟାକ୍ଟ୍ ପାଇଁ iCloud ବ୍ୟବହାର କରନ୍ତି, ଆପଣଙ୍କ କଣ୍ଟାକ୍ଟ୍ ସ୍ବୟଂଚାଳିତ ଭାବେ ଅପ୍ ଟୁ ଡେଟ୍ ରଖାଯାଏ, ଏବଂ ଆପଣଙ୍କ କମ୍ପ୍ୟୁଟର୍ ସହିତ ସିଙ୍କ୍ କରିବା ପାଇଁ କୌଣସି ବିକଳ୍ପ ଦେଖାଯାଏ ନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.