ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ ଡିଫଲ୍ଟ୍ ସର୍ଚ୍ଚ୍ ଇଞ୍ଜିନ୍ ପରିବର୍ତ୍ତନ କରନ୍ତୁ

ୱେବ୍‌ରେ ବିଷୟବସ୍ତୁ ଖୋଜିବା ପାଇଁ ଆପଣ ଡିଫଲ୍ଟ୍ ଭାବରେ ଏକ ବିକଳ୍ପ ସର୍ଚ୍ଚ୍ ଇଞ୍ଜିନ୍ ଚୟନ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସର୍ଚ୍ଚ୍ ଇଞ୍ଜିନ୍”ରେ ଟାପ୍ କରନ୍ତୁ।

  3. ଆପଣ ଡିଫଲ୍ଟ୍ ଭାବରେ ସେଟ୍ କରିବାକୁ ଚାହୁଁଥିବା “ସର୍ଚ୍ଚ୍‌ ଇଞ୍ଜିନ୍”ରେ ଟାପ୍ କରନ୍ତୁ, ତା’ପରେ “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

iPhone ରେ ଏକ ସର୍ଚ୍ଚ୍ ଇଞ୍ଜିନ୍ ବାଛନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.