ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଏକ ଓ୍ବେବ୍‌ସାଇଟ୍ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍ ଖୋଜନ୍ତୁ

iPhone ରେ ଥିବା ଆପଣଙ୍କ ଆକାଉଣ୍ଟ୍‌କୁ ସର୍ଚ୍ଚ୍ କରି କିମ୍ବା କ୍ରମରେ ସଜାଇ ଆପଣ ଏକ ଓ୍ବେବ୍‌ସାଇଟ୍ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍ ପାଇପାରିବେ।

ଆକାଉଣ୍ଟ୍ ସର୍ଚ୍ଚ୍ କରି ଏକ ଓ୍ବେବ୍‌ସାଇଟ୍ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍ ଖୋଜନ୍ତୁ

  1. ଆପଣଙ୍କ iPhone ରେ ଥିବା ପାସ୍‌ୱର୍ଡ୍ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଆକାଉଣ୍ଟ୍‌ର ନାମ ଲେଖନ୍ତୁ।

  3. ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ ପାସ୍‌ୱର୍ଡ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

ଆପଣଙ୍କ ଆକାଉଣ୍ଟ୍‌କୁ କ୍ରମରେ ସଜାଇ ଏକ ଓ୍ବେବ୍‌ସାଇଟ୍ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍ ଖୋଜନ୍ତୁ

  1. ଆପଣଙ୍କ iPhone ରେ ଥିବା ପାସ୍‌ୱର୍ଡ୍ ଆପ୍ କୁ ଯାଆନ୍ତୁ।

  2. “ସମସ୍ତ”ରେ ଟାପ୍ କରନ୍ତୁ।

  3. ନିମ୍ନ-ବାମ କୋଣରେ ଥିବା “ଟୂଲ୍‌ବାର୍ ଅନୁଯାୟୀ କ୍ରମବଦ୍ଧ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣ ନିଜ ଆକାଉଣ୍ଟ୍‌କୁ କିଭଳି କ୍ରମବଦ୍ଧ କରିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ।

  4. ଆକାଉଣ୍ଟ୍‌କୁ ଚିହ୍ନଟ କରି ଟାପ୍ କରନ୍ତୁ, ତା’ପରେ ପାସ୍‌ୱର୍ଡ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.