ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଭଏସ୍ ମେମୋରେ ଏକ ରେକର୍ଡିଂ ସର୍ଚ୍ଚ୍ କରନ୍ତୁ କିମ୍ବା ଏହାକୁ ରୀନେମ୍ କରନ୍ତୁ

ଆପଣ ରେକର୍ଡିଂ ପାଇଁ ସର୍ଚ୍ଚ୍ କରିପାରିବେ କିମ୍ବା ଯେକୌଣସି ରେକର୍ଡିଂର ନାମ ବଦଳାଇପାରିବେ।

ଏକ ରେକର୍ଡିଂ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ସର୍ଚ୍ଚ୍ ଫିଲ୍ଡ୍ ପ୍ରକାଶ କରିବା ପାଇଁ ରେକର୍ଡିଂ ଲିଷ୍ଟ୍‌ର ମଝିରୁ ତଳକୁ ସ୍ୱାଇପ୍ କରନ୍ତୁ।

  3. ସର୍ଚ୍ଚ୍ ଫିଲ୍ଡରେ ଟାପ୍ କରନ୍ତୁ, ଅଂଶ କିମ୍ବା ସମସ୍ତ ରେକର୍ଡିଂ ନାମ ଲେଖନ୍ତୁ, ତା’ପରେ ସର୍ଚ୍ଚ୍‌ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ମଧ୍ୟ ଏହି ଫୀଲ୍ଡ୍‌ରେ ପ୍ରବେଶ କରି ଏକ ଟ୍ରାନ୍‌ସ୍କ୍ରିପ୍ଟ୍‌ର କୌଣସି ଶବ୍ଦ କିମ୍ବା ବାକ୍ୟାଂଶ ସର୍ଚ୍ଚ୍ କରିପାରିବେ।

ଏକ ରେକର୍ଡିଂ ରୀନେମ୍ କରନ୍ତୁ

ଯଦି ସେଟିଂସ୍‌ରେ  > ଗୋପନୀୟତା ଓ ସୁରକ୍ଷାଲୋକେଶନ୍ ସେବା ଚାଲୁ କରାଯାଇଛି, ତେବେ ଏକ ରେକର୍ଡିଂ ପ୍ରାରମ୍ଭରେ ନୂଆ ରେକର୍ଡିଂ ନାମ କିମ୍ବା ଆପଣଙ୍କ ଲୋକେଶନ୍‌ର ନାମ ସହିତ ସେଭ୍ ହୋଇଥାଏ। ଆପଣ ନାମ ପରିବର୍ତ୍ତନ କରିପାରିବେ।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂରେ ଟାପ୍ କରି ନାମରେ ଟାପ୍ କରନ୍ତୁ, ତା’ପରେ ଏକ ନୂଆ ନାମ ଟାଇପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.