iPhone ର ପ୍ରୀଭ୍ଯୂ ଆପ୍‌ରେ ଏକ PDF ଆଟାଚ୍‌ମେଣ୍ଟ୍ ସହିତ ଏକ ଇମେଲ୍‌ର ଉତ୍ତର ଦିଅନ୍ତୁ

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ଏକ ସଂଲଗ୍ନ PDF ସହିତ ଏକ ଇମେଲ୍ ଖୋଲନ୍ତୁ, ତା’ପରେ ଏହାକୁ ଦେଖିବା ପାଇଁ ଆଟାଚ୍‌ମେଣ୍ଟ୍‌ରେ ଟାପ୍ କରନ୍ତୁ।

  3. ପ୍ରୀଭ୍ଯୂ ଆପ୍‌ରେ ଏହାକୁ ଖୋଲିବା ପାଇଁ ଟୂଲ୍‌ବାର୍‌ରେ ଥିବା ପ୍ରୀଭ୍ଯୂରେ ଟାପ୍ କରନ୍ତୁ।

  4. PDF ପୂରଣ କରନ୍ତୁ କିମ୍ବା ଆନୋଟେଟ୍ କରନ୍ତୁ।

  5. Mail ଆପ୍‌କୁ ଫେରିଯାଆନ୍ତୁ, ତା’ପରେ ଅରିଜିନଲ୍ ଇମେଲ୍ ଖୋଲନ୍ତୁ।

  6. “ଉତ୍ତର ଦିଅନ୍ତୁ” ବଟନ୍ ରେ ଟାପ୍ କରନ୍ତୁ,“ଆଟାଚ୍‌ମେଣ୍ଟ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଫାଇଲ୍ ଆଟାଚ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଅପ୍‌ଡେଟ୍ ହୋଇଥିବା PDF ସହିତ ପ୍ରେରକଙ୍କ ଉତ୍ତର ଆପଣଙ୍କ Mail ଆପ୍‌ରେ ଥିବା ଇନ୍‌ବକ୍ସ୍‌ରେ ଦେଖାଯିବ।

  7. ଅପ୍‌ଡେଟ୍ ହୋଇଥିବା PDF ଚିହ୍ନଟ କରନ୍ତୁ, ତା’ପରେ ଏହାକୁ ଚୟନ କରିବା ପାଇଁ ଟାପ୍ କରନ୍ତୁ।

  8. ବୈକଳ୍ପିକ ଭାବରେ, ଉତ୍ତରରେ ଟେକ୍ସ୍‌ଟ୍ ଯୋଡ଼ନ୍ତୁ।

  9. “ପଠାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.