ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା News ରେ ଚ‍୍ୟାନେଲ୍, ବିଷୟ, ଷ୍ଟୋରି କିମ୍ବା ରେସିପି ସର୍ଚ୍ଚ୍ କରନ୍ତୁ

News ଆପ୍ ବିଭିନ୍ନ ପ୍ରକାରର ଚ୍ଯାନେଲ୍, ବିଷୟଗୁଡ଼ିକ ଷ୍ଟୋରି ଏବଂ ରେସିପିଗୁଡ଼ିକର ଟ୍ରାକ୍ ରଖିଥାଏ, ଯାହା ଆପଣଙ୍କୁ ଆଗ୍ରହ ଥିବା ବିଷୟବସ୍ତୁ ଖୋଜିବା ସହଜ କରିଥାଏ।

  1. ଆପଣଙ୍କ iPhone ରେ ଥିବା News ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍ ଟାବ୍ ରେ ଟାପ୍ କରନ୍ତୁ, ତା’ପରେ ସର୍ଚ୍ଚ୍ ଫୀଲ୍ଡ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଲେଖନ୍ତୁ:

    • Scientific American କିମ୍ବା Washington Post ଭଳି ଏକ ଚ୍ଯାନେଲ୍‌ର ନାମ

    • ଫ୍ଯାଶନ୍, ବ୍ଯବସାୟ କିମ୍ବା ରାଜନୀତି ଭଳି ଏକ ବିଷୟ

    • ଏକ ଇଭେଣ୍ଟ୍, ଯେପରିକି ଏକ ଆଗାମୀ ଉଲ୍କା ବର୍ଷା

    • ଏକ ରେସିପି ଶୀର୍ଷକ, ଉପାଦାନ କିମ୍ବା କୀ’ୱର୍ଡ୍

  4. “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.