iPhone ରେ Siri ସହାୟତାରେ ଆପଣଙ୍କ Apple ଡିଭାଇସ୍ ଏବଂ ସ୍ମାର୍ଟ୍ ହୋମ୍ ଆକ୍ସେସରିକୁ କଣ୍ଟ୍ରୋଲ୍ କରନ୍ତୁ

କେବଳ ଆପଣଙ୍କ ଭଏସ୍ ସହାୟତାରେ ଆପଣଙ୍କ iPhone ଏବଂ ଅନ‍୍ୟ Apple ଡିଭାଇସ୍‌କୁ କଣ୍ଟ୍ରୋଲ୍ କରିବା ପାଇଁ Siri ବ୍ଯବହାର କରନ୍ତୁ—ଯେପରିକି ଆପ୍ ଖୋଲିବା, ସେଟିଂସ୍ ଆଡ୍‌ଜଷ୍ଟ୍ କରିବା ଏବଂ AirTags ସହାୟତାରେ ଆପଣଙ୍କ ଅନ‍୍ୟ Apple ଡିଭାଇସ୍ କିମ୍ବା ଆଇଟମ୍‌କୁ ଲୋକେଟ୍ କରିବା। ଆପଣ ଘର ଆପ୍‌ରେ ସେଟ୍ ଅପ୍ କରିଥିବା ସ୍ମାର୍ଟ୍ ହୋମ୍ ଆକ୍ସେସରିକୁ ମଧ୍ଯ କଣ୍ଟ୍ରୋଲ୍ କରିପାରିବେ।

ଆପଣଙ୍କ iPhone କଣ୍ଟ୍ରୋଲ୍ କରନ୍ତୁ

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

ଆପ୍ ଏବଂ ସେଟିଂସ୍ ଖୋଲନ୍ତୁ

  • “କ୍ୟାମେରା ଖୋଲନ୍ତୁ”

  • “Open Accessibility settings”

  • “Open Calculator”

ସେଟିଂସ୍ ଆଡଜଷ୍ଟ୍ କରନ୍ତୁ

  • “Siri, turn on the flashlight”

  • “Turn up the volume”

  • “Turn on the Work Focus”

ଆକ୍ସେସିବିଲିଟି ସେଟିଂସ୍ ଆଡ୍‌ଜଷ୍ଟ୍ କରନ୍ତୁ

  • “Siri, hang up”

  • “ସ୍କ୍ରୀନ୍ କଣ୍ଟେଣ୍ଟ୍ ଶୁଣନ୍ତୁ”

  • “Turn on Voice Control”

  • “Turn on VoiceOver”

  • “Turn on AssistiveTouch”

  • “Turn on Guided Access”

ଆପଣଙ୍କ ଘର କଣ୍ଟ୍ରୋଲ୍ କରନ୍ତୁ

ଆପଣ ଘରେ ନଥିବା ସମୟରେ ମଧ୍ଯ—Siri କୁ ଲାଇଟ୍ ଚାଲୁ କରିବାକୁ, ଥର୍ମୋଷ୍ଟାଟ୍ ଆଡ୍‌ଜଷ୍ଟ୍ କରିବାକୁ ଏବଂ ଆପଣଙ୍କ ଘରେ ବ୍ଯବହାର କରୁଥିବା ପ୍ରଡକ୍ଟ୍‌କୁ କଣ୍ଟ୍ରୋଲ୍ କରିବାକୁ କୁହନ୍ତୁ।

ଆରମ୍ଭ କରିବା ପାଇଁ, Apple ହୋମ୍‌ ସହିତ କାମ କରୁଥିବା ଆକ୍ସେସରି ଖୋଜନ୍ତୁ। ଆପଣଙ୍କ iPhone କିମ୍ବା iPad ସହିତ ସ୍ମାର୍ଟ୍‌ ହୋମ୍ ଆକ୍ସେସରି କିପରି ସେଟ୍ ଅପ୍ କରିବେ ସେ ବିଷୟରେ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍‌ ଦେଖନ୍ତୁ: ଘର ଆପ୍‌ରେ ଏକ ସ୍ମାର୍ଟ୍ ହୋମ୍ ଆକ୍ସେସରି ଯୋଡ଼ନ୍ତୁ

Siri: ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

ଆକ୍ସେସରି ଅନ୍ ଏବଂ ଅଫ୍ କରନ୍ତୁ

  • “Turn on the lights”

  • “Turn on the security system”

ଏକ ଆକ୍ସେସରି ଆଡ୍‌ଜଷ୍ଟ୍ କରନ୍ତୁ

  • “ତାପମାତ୍ରା 68 ଡିଗ୍ରୀରେ ସେଟ୍ କରନ୍ତୁ”

  • “ରୋଷେଇ ଘର ଲାଇଟ୍ ବନ୍ଦ କର”

  • "ମୋ ପାଇଁ ରିଡିଂ ସୀନ୍ ସେଟ୍ କର”

ଏକ ରୂମ୍ କିମ୍ବା ଜୋନ୍‌କୁ କଣ୍ଟ୍ରୋଲ୍ କରନ୍ତୁ

ଯଦି ଆପଣ ରୂମ୍ କିମ୍ବା ଜୋନ୍ ଅନୁସାରେ ଆପଣଙ୍କ ଆକ୍ସେସରି ସଂଗଠିତ କରନ୍ତି, ତେବେ ଆପଣ ଗୋଟିଏ କମାଣ୍ଡ୍‌ରେ ନିଜ ଘରର କ୍ଷେତ୍ରକୁ କଣ୍ଟ୍ରୋଲ୍ କରିପାରିବେ।

  • “Turn off the lights downstairs”

  • “Turn on the fan in the office”

  • “Start heating the upstairs”

ଆପଣଙ୍କ ଘରର ସ୍ଥିତି ଯାଞ୍ଚ କରନ୍ତୁ

  • “ମୁଁ ସମ୍ମୁଖ କବାଟ ଲକ୍ କରିଛି କି?”

  • “ମୋତେ ଏଣ୍ଟ୍ରିୱେ କ୍ୟାମେରା ଦେଖାଅ”

  • “Did I close the garage door?”

ଯେକୌଣସି ସ୍ଥାନରେ କିମ୍ବା ସବୁ ସ୍ଥାନରେ ଅଡିଓ ଚଲାନ୍ତୁ

  • “ରୋଷେଇ ଘରେ ମୋ ପସନ୍ଦର ଏକ ଗୀତ ଚଲାନ୍ତୁ”

  • “ମ୍ଯୁଜିକ୍ ଡେନ୍‌କୁ ମୂଭ୍ କରନ୍ତୁ”

  • “ରୋଷେଇ ଘରେ କ’ଣ ବାଜୁଛି?”

ଅଡିଓ କଣ୍ଟ୍ରୋଲ୍ କରନ୍ତୁ

  • “ଡାଇନିଂ ରୂମ୍ ଭଲ୍ଯୁମ୍ 10 ପ୍ରତିଶତରେ ସେଟ୍ କରନ୍ତୁ”

  • “ରୋଷେଇ ଘରୁ ମ୍ଯୁଜିକ୍ କାଢ଼ନ୍ତୁ”

  • “ସବୁ ସ୍ଥାନରେ ମ୍ଯୁଜିକ୍ ଚାଲୁ କରିବା ବନ୍ଦ କରନ୍ତୁ”

ଆପଣଙ୍କ ଆକ୍ସେସରି ରିମୋଟ୍ ଭାବରେ କଣ୍ଟ୍ରୋଲ୍ କରନ୍ତୁ

ଯଦି ଆପଣଙ୍କ ପାଖରେ ଏକ ଘର ହବ୍ ସେଟ୍ ଅପ୍ ଅଛି, ତେବେ ଆପଣ ଦୂରରେ ଥିବାବେଳେ Siri କୁ ଆପଣଙ୍କ ଘର କଣ୍ଟ୍ରୋଲ୍ କରିବାକୁ କହିପାରିବେ।

  • “ଚିକାଗୋ ଘରର ଲାଇଟ୍ ବନ୍ଦ କରନ୍ତୁ”

  • “Lock the front door”

  • “Close the garage”

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.