ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ ଯାତ୍ରା ଫଟୋ ଏବଂ ଭିଡିଓ ଖୋଜନ୍ତୁ

ଫଟୋ ଆପ୍‌ରେ, ଫଟୋଗୁଡ଼ିକର ଲୋକେଶନ୍ ଡେଟା ଉପରେ ଆଧାର କରି ଆପଣ ସଂଗ୍ରହରେ ଗ୍ରୂପ୍ ହୋଇଥିବା ନିଜ ଟ୍ରିପ୍‌ରୁ ଫଟୋ ଏବଂ ଭିଡିଓଗୁଡ଼ିକୁ ଶୀଘ୍ର ପାଇପାରିବେ।

ଫଟୋ ଆପ୍‌ରେ ଟ୍ରିପ୍ ଖୋଲା ଅଛି। ସ୍କ୍ରୀନ୍‌ରେ ବର୍ଷଗୁଡ଼ିକର ଏକ ରୋ ଦେଖାଯିବ। “ସମସ୍ତ” ଚୟନିତ ହୋଇଛି ଏବଂ ଏହା ତଳେ ଭିନ୍ନ ଭିନ୍ନ ଟ୍ରିପ୍‌ର ଫଟୋର ସଂଗ୍ରହ ରହିଛି।
  1. ଆପଣଙ୍କ iPhone ରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ, ଟ୍ରିପ୍ ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଦେଖିବାକୁ ଚାହୁଁଥିବା ଟ୍ରିପ୍ ସଂଗ୍ରହରେ ଟାପ୍ କରନ୍ତୁ।

    ଆପଣଙ୍କୁ ଏକ ପୁରୁଣା ଟ୍ରିପ୍‌କୁ ଖୋଜିବାରେ ସହାୟତା କରିବା ପାଇଁ ସ୍କ୍ରୀନ୍‌ର ଶୀର୍ଷରେ ଥିବା ବର୍ଷରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.