ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସହିତ ମାଉସ୍ କିମ୍ବା ଟ୍ରାକ୍‌ପ୍ୟାଡ୍ ବ୍ୟବହାର କରିବା ସମୟରେ ପଏଣ୍ଟର୍ ଦେଖିବା ସହଜ କରନ୍ତୁ

ଯଦି ଆପଣ iPhone ସହିତ ମାଉସ୍ କିମ୍ବା ଟ୍ରାକ୍‌ପ୍ୟାଡ୍ ବ୍ୟବହାର କରିବା ସମୟରେ ପଏଣ୍ଟର୍ ଦେଖିବା କିମ୍ବା ଫଲୋ କରିବାରେ ଅସୁବିଧା ଅନୁଭବ କରୁଛନ୍ତି, ତେବେ ଆପଣ ଏହାର ସାଇଜ୍ ଏବଂ ରଙ୍ଗ ବଦଳାଇପାରିବେ ଯାହା ଫଳରେ ଏହାକୁ ସ୍କ୍ରୀନ୍‌ରେ ଚିହ୍ନଟ କରିବା ସହଜ ହେବ।

ସେଟିଂସ୍  > ଆକ୍ସେସିବିଲିଟି > ପଏଣ୍ଟର୍ କଣ୍ଟ୍ରୋଲ୍‌କୁ ଯାଆନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍ କରନ୍ତୁ:

  • କଣ୍ଟ୍ରାଷ୍ଟ୍ ବଢ଼ାନ୍ତୁ

  • ସ୍ୱୟଂଚାଳିତ ଭାବରେ ପଏଣ୍ଟର୍ ଲୁଚାନ୍ତୁ

  • ରଙ୍ଗ

  • ପଏଣ୍ଟର୍ ସାଇଜ୍

  • ସ୍କ୍ରୋଲିଂ ସ୍ପୀଡ୍

ପଏଣ୍ଟିଂ ଡିଭାଇସ୍‌ର ବଟନ୍‌କୁ କଷ୍ଟମାଇଜ୍ କରିବା ପାଇଁ, ସେଟିଂସ୍ > ଆକ୍ସେସିବିଲିଟି > ଟଚ୍ > AssistiveTouch > ଡିଭାଇସ୍‌କୁ ଯାଆନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.