ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

CarPlay ଏବଂ iPhone ର ପରିଚୟ

ଟର୍ନ୍-ବାଇ-ଟର୍ନ୍ ଦିଗନିର୍ଦ୍ଦେଶ ପାଇବା, ଫୋନ୍ କଲ୍ କରିବା, ମ‍୍ୟୂଜିକ୍ ଶୁଣିବା, କ୍ଯାଲେଣ୍ଡର୍ ଯାଞ୍ଚ କରିବା ଇତ୍ଯାଦି ପାଇଁ iPhone କୁ CarPlay ସହିତ ସଂଯୋଗ କରନ୍ତୁ— ସବୁ ଆପଣଙ୍କ ଗାଡ଼ିର ଡିସ୍‌ପ୍ଲେରୁ।

ଏକ CarPlay Dashboard ଯାହା ସାଇଡ୍‌ବାର୍‌ରେ ମ୍ଯାପ୍, ମ‍୍ୟୂଜିକ୍ ଏବଂ ମେସେଜ୍ ଦେଖାଉଛି। ଡାହାଣ ପଟେ Apple Park ର ଏକ ମ୍ଯାପ୍, ଏକ ନେଭିଗେଶନ୍ ୱିଣ୍ଡୋ ଏବଂ ବର୍ତ୍ତମାନ ଚାଲୁଥିବା ୱିଣ୍ଡୋ ଅଛି।

ଧ‍୍ୟାନ ଦିଅନ୍ତୁ: CarPlay ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ (iOS ଏବଂ iPadOS ଫୀଚର୍ ଉପଲବ୍ଧତା ଓ୍ବେବ୍‌ସାଇଟ୍) ଦେଖନ୍ତୁ।

CarPlay ଚୟନିତ ଅଟୋମୋବାଇଲ୍‌ରେ (CarPlay ଥିବା ମଡେଲ୍‌ଗୁଡ଼ିକର ଓ୍ବେବ୍‌ସାଇଟ୍ ଦେଖନ୍ତୁ) ଏବଂ ଚୟନିତ ଆଫ୍ଟରମାର୍କେଟ୍ ନାଭିଗେଶନ୍ ସିଷ୍ଟମ୍‌ରେ ଉପଲବ୍ଧ।

ଚେତାବନୀ: ବିପଜ୍ଜନକ ପରିସ୍ଥିତି ତିଆରି କରୁଥିବା ବିଭ୍ରାନ୍ତିକୁ ଏଡ଼ାଇବାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ iPhone ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସୂଚନା ଦେଖନ୍ତୁ।

ଏହା ମଧ‍୍ୟ ଦେଖନ୍ତୁiPhone କୁ CarPlay ସହିତ ସଂଯୋଗ କରନ୍ତୁ
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.