ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା Safari ରେ Apple Intelligence ବ୍ଯବହାର କରନ୍ତୁ

Apple Intelligence ସହିତ,* ଆପଣ Safari ଆପ୍‌ରେ ୱେବ୍‌ପୃଷ୍ଠାର ସାରାଂଶ ତିଆରି କରିପାରିବେ।

ଧ‍୍ୟାନ ଦିଅନ୍ତୁ: Apple Intelligence ସମସ୍ତ iPhone ମଡେଲ୍‌ ରେ କିମ୍ବା ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ** ସାମ୍ପ୍ରତିକ ଉପଲବ୍ଧ ଫୀଚର୍‌ଗୁଡ଼ିକୁ ଆକ୍ସେସ୍ କରିବା ପାଇଁ, ନିଶ୍ଚିତ କରନ୍ତୁ ଯେ ଆପଣ iOS ର ନବୀନତମ ଭର୍ଶନ୍ ବ୍ୟବହାର କରୁଛନ୍ତି ଏବଂ Apple Intelligence ଚାଲୁ କରିଛନ୍ତି

ଏକ ୱେବ୍‌ପୃଷ୍ଠାକୁ ସଂକ୍ଷିପ୍ତ କରନ୍ତୁ

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ସଂକ୍ଷିପ୍ତ କରନ୍ତୁ”ରେ ଟାପ୍ କରନ୍ତୁ।

ୱେବ୍‌ପୃଷ୍ଠାଗୁଡ଼ିକୁ ସଂକ୍ଷିପ୍ତ କରିବା ପାଇଁ ଆପଣ ଲିଖନ ଟୂଲ୍ ମଧ୍ଯ ବ୍ଯବହାର କରିପାରିବେ। Apple Intelligence ସହିତ ଲିଖନ ଟୂଲ୍ ବ୍ଯବହାର କରନ୍ତୁ ଦେଖନ୍ତୁ।

*Apple Intelligence ଜେନେରେଟିଭ୍ ମଡେଲ୍ ବ‍୍ୟବହାର କରେ ଏବଂ ଆଉଟ୍‌ପୁଟ୍ ଭିନ୍ନ ହୋଇପାରେ। ସଠିକତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯାଞ୍ଚ କରନ୍ତୁ।
**Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.