iPhone ରେ Freeform ରେ Apple Creator Studio ସବ୍‌ସ୍କ୍ରାଇବ୍ କରନ୍ତୁ

ଆପଣ Apple Creator Studio କୁ ମାଗଣାରେ ବ‍୍ୟବହାର କରିପାରିବେ। ଆପଣଙ୍କ ମାଗଣା ଟ୍ରାଏଲ୍ ଆରମ୍ଭ କରିବା ପାଇଁ, ଆପଣଙ୍କ Apple ଆକାଉଣ୍ଟ୍ ବ୍ୟବହାର କରି ମାସିକ କିମ୍ବା ବାର୍ଷିକ ସବ୍‌ସ୍କ୍ରିପ୍ସନ୍ ପାଇଁ ସାଇନ୍ ଅପ୍ କରନ୍ତୁ। ଆପଣ ଯେକୌଣସି ସମୟରେ ନିଜ ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରିପାରିବେ।

ଆପଣ ପରିବାରର ପାଞ୍ଚ ଜଣ ପର୍ଯ୍ଯନ୍ତ ସଦସ୍ଯଙ୍କ ସହିତ ନିଜ ସବ୍‌ସ୍କ୍ରିପ୍ସନ୍‌ ଶେୟର୍ କରିପାରିବେ। ଫ୍ଯାମିଲି ଶେୟରିଂ ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।

Freeform ରୁ Apple Creator Studio ସବ୍‌ସ୍କ୍ରାଇବ୍ କରନ୍ତୁ

  1. ଆପଣଙ୍କ iPhone ରେ Freeform ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ Apple Creator Studio ଫୀଚର୍ ବ୍ଯବହାର କରନ୍ତୁ, ଯେପରିକି ଅଟୋ କ୍ରପ୍

    • କଣ୍ଟେଣ୍ଟ୍ ହବ୍ ବଟନ୍ ରେ ଟାପ୍ କରନ୍ତୁ, ବୋର୍ଡ୍‌ରେ ଯୋଡ଼ିବା ପାଇଁ ଏକ ପ୍ରୀମିଅମ୍ ଇମେଜ୍‌ରେ ଟାପ୍ କରନ୍ତୁ, ତା’ପରେ “ୱାଟର୍‌ମାର୍କ୍ କାଢ଼ନ୍ତୁ”ରେ ଟାପ୍ କରନ୍ତୁ।

  3. ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଆପଣଙ୍କର Apple Creator Studio ସବ୍‌ସ୍କ୍ରିପ୍ସନ୍‌ ବାତିଲ୍ କରନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ Apple Creator Studio ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ନିଜ ସବ୍‌ସ୍କ୍ରିପ୍ସନ୍ ଦେଖିପାରୁନାହାନ୍ତି, ନିଶ୍ଚିତ କରନ୍ତୁ ଯେ ଆପଣ App Store ରେ ନିଜ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ ପ୍ଲାନ୍ ପରିବର୍ତ୍ତନ କରନ୍ତୁ: “ସମସ୍ତ ପ୍ଲାନ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ, ଏକ ନୂଆ ପ୍ଲାନ୍ ଚୟନ କରନ୍ତୁ, ତା’ପରେ “ସବ୍‌ସ୍କ୍ରାଇବ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ କିମ୍ବା ମାଗଣା ଟ୍ରାଏଲ୍ ବାତିଲ୍ କରନ୍ତୁ: “ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ

ଯଦି ଆପଣ ନିଜ ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରନ୍ତି, ତେବେ ଆପଣଙ୍କ ବିଲିଂ ଅବଧି ଶେଷ ହେବା ପର୍ଯ୍ଯନ୍ତ ଆପଣଙ୍କ ପାଖରେ ପ୍ରିମିୟମ୍ କଣ୍ଟେଣ୍ଟ୍ ଓ ଫୀଚର୍‌ଗୁଡ଼ିକର ସମ୍ପୂର୍ଣ୍ଣ ଆକ୍ସେସ୍ ରହିବ।

ସର୍ବୋତ୍ତମ ଅନୁଭୂତି ପାଇଁ, ଆପଣ iCloud ପାଇଁ ବ୍ୟବହାର କରୁଥିବା ସମାନ Apple ଆକାଉଣ୍ଟ୍ ବ‍୍ୟବହାର କରି Apple Creator Studio ସବ୍‌ସ୍କ୍ରାଇବ୍ କରନ୍ତୁ। କିଛି Apple Creator Studio ଆପ୍ iCloud ବ୍ୟବହାର କରି ଡିଭାଇସ୍ ମଧ୍ୟରେ ପ୍ରୋଜେକ୍ଟ୍, ଡକ୍ୟୁମେଣ୍ଟ୍‌ ଓ କଣ୍ଟେଣ୍ଟ୍ ସିଙ୍କ୍ କରନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.