ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ବ‍୍ୟାକ୍‌ଗ୍ରାଉଣ୍ଡ୍ ସୁରକ୍ଷା ଉନ୍ନତିକୁ ସ୍ୱୟଂଚାଳିତ ଭାବରେ ଇନ୍‌ଷ୍ଟଲ୍ କରନ୍ତୁ

ବ୍ୟାକ୍‌ଗ୍ରାଉଣ୍ଡ୍ ସୁରକ୍ଷା ଉନ୍ନତି ସଫ୍ଟ୍‌ୱେୟର୍ ଅପ୍‌ଡେଟ୍ ମଧ‍୍ୟରେ ଆପଣଙ୍କ iPhone କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରେ।

ଗୁରୁତ୍ବପୂର୍ଣ୍ଣ: କଦବା କ୍ବଚିତ୍ ସୁସଙ୍ଗତି ସମସ୍ୟା ଦେଖାଦେଲେ, ଏହି ସୁରକ୍ଷା ଉନ୍ନତକୁ ଅସ୍ଥାୟୀ ଭାବରେ କାଢ଼ି ଦିଆଯାଇପାରେ ଏବଂ ତା’ପରେ ଭବିଷ୍ୟତର ସଫ୍ଟ୍‌ୱେୟର୍ ଅପ୍‌ଡେଟ୍‌ରେ ଇନ୍‌ଷ୍ଟଲ୍ କରାଯାଇପାରେ।

ବ୍ୟାକ୍‌ଗ୍ରାଉଣ୍ଡ୍ ସୁରକ୍ଷା ଉନ୍ନତି ପାଇଁ ସ୍ୱୟଂଚାଳିତ ଇନ୍‌ଷ୍ଟଲ୍ ଚାଲୁ କରନ୍ତୁ

ସେଟିଂସ୍  > ଗୋପନୀୟତା ଓ ସୁରକ୍ଷା > ବ୍ୟାକ୍‌ଗ୍ରାଉଣ୍ଡ୍ ସୁରକ୍ଷା ଉନ୍ନତିକୁ ଯାଆନ୍ତୁ, ତା’ପରେ “ସ୍ୱୟଂଚାଳିତ ଭାବରେ ଇନ୍‌ଷ୍ଟଲ୍ କରନ୍ତୁ”କୁ ଚାଲୁ କରନ୍ତୁ।

ବ୍ୟାକ୍‌ଗ୍ରାଉଣ୍ଡ୍ ସୁରକ୍ଷା ଉନ୍ନତି ବିଷୟରେ ଅଧିକ ଜାଣନ୍ତୁ

ସେଟିଂସ୍  > ଗୋପନୀୟତା ଓ ସୁରକ୍ଷା > ସୁରକ୍ଷା ଉନ୍ନତିକରଣକୁ ଯାଆନ୍ତୁ, ତା’ପରେ “ଅଧିକ ଜାଣନ୍ତୁ”ରେ ଟାପ୍ କରନ୍ତୁ।

ଏହା ମଧ‍୍ୟ ଦେଖନ୍ତୁiPhone ରେ iOS ଅପ୍‌ଡେଟ୍ କରନ୍ତୁ
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.