ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ପାସ୍‌ୱର୍ଡ୍ ବ୍ଯବହାର କରନ୍ତୁ

ପାସ୍‌ୱର୍ଡ୍ ଆପ୍ ରେ, ଆପଣ ନିଜର ସମସ୍ତ ପାସ୍‌ୱର୍ଡ୍, ପାସ୍‌କୀ ଏବଂ ଯାଞ୍ଚକରଣ କୋଡ୍ ଗୋଟିଏ ସ୍ଥାନରେ ଖୋଜିପାରିବେ। ଆପଣ ସମାନ Apple ଆକାଉଣ୍ଟ୍ ସହିତ ସାଇନ୍ ଇନ୍ କରିବା କରିଥିବା ଆପଣଙ୍କର ସମସ୍ତ ଡିଭାଇସ୍‌ରେ ସେଗୁଡ଼ିକୁ ବ୍ଯବହାର କରିପାରିବେ ଏବଂ iCloud ସେଟିଂସ୍‌ରେ ପାସ୍‌ୱର୍ଡ୍ ଓ କୀ’ଚେନ୍ ଚାଲୁ କରିପାରିବେ। ଏବଂ ଯଦି ଆପଣ ଓ୍ବେବ୍‌ସାଇଟ୍ ଏବଂ ଆପ୍‌ରେ ସାଇନ୍ ଇନ୍ କରିବା ପାଇଁ ଅଟୋଫିଲ୍ ବ୍ଯବହାର କରନ୍ତି, ତେବେ ଆପଣଙ୍କ ପାସ୍‌ୱର୍ଡ୍ ସ୍ୱୟଂଚାଳିତ ଭାବରେ ପାସ୍‌ୱର୍ଡ୍‌ରେ ଦେଖାଯିବ।

ପାସ୍‌ୱର୍ଡ୍ ଆପ୍ ପାଇଁ ହୋମ୍ ସ୍କ୍ରୀନ୍‌ରେ, ସମସ୍ତ, ପାସ୍‌କୀ’, ଯାଞ୍ଚକରଣ କୋଡ୍, W-Fi, ସୁରକ୍ଷା ଏବଂ ଡିଲିଟ୍‌ହୋଇଥିବା ପାଇଁ ବଟନ୍ ସହିତ ଶେୟର୍ ହୋଇଥିବା ଗ୍ରୂପ୍‌ର ଲିଷ୍ଟ୍ ଅଛି।

ଆପଣଙ୍କ ସମସ୍ତ ପ୍ରକାରର ପାସ୍‌ୱର୍ଡ୍ କ୍ରେଡେନ୍‌ଶଲ୍ ଦେଖନ୍ତୁ:

  • ଆପ୍ ପାସ୍‌ୱର୍ଡ୍

  • ଓ୍ବେବ୍‌ସାଇଟ୍ ପାସ୍‌ୱର୍ଡ୍

  • Apple ସହିତ ସାଇନ୍ ଇନ୍ କରନ୍ତୁ

  • ପାସ୍‌କୀ’

  • ଯାଞ୍ଚକରଣ କୋଡ୍

  • Wi-Fi ପାସ୍‌ୱର୍ଡ୍

  • ଗ୍ରୂପ୍ ସହ ପାସ୍‌ୱର୍ଡ୍ ଶେୟର୍ କରାଯାଇଛି

କ୍ରମରେ ସଜାଇବା କିମ୍ବା ସର୍ଚ୍ଚ୍ କରି ଏକ ପାସ୍‌ୱର୍ଡ୍ ଖୋଜନ୍ତୁ। ଏହାପରେ ପାସ୍‌ୱର୍ଡ୍ ଦେଖାଇବା କିମ୍ବା ପରିବର୍ତ୍ତନ କରିବା କିମ୍ବା ଡିଲିଟ୍ କରିବା ପାଇଁ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଟିପ୍‌: ପାସ୍‌ୱର୍ଡ୍‌ରେ, ଦୁର୍ବଳ ପାସ୍‌ଓ୍ବର୍ଡ୍ ପରିବର୍ତ୍ତନ କରିବାକୁ ସୁପାରିଶ ପାଇଁ ସୁରକ୍ଷାରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.