ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା Safariରେ ଏକ ଓ୍ବେବ୍‌ସାଇଟ୍‌ ଏନ୍‌କ୍ରିପ୍ଟ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ

iOS 18.4 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ, ଏକ ଓ୍ବେବ୍‌ସାଇଟ୍‌ ଏନ୍‌କ୍ରିପ୍ଟ୍ ହୋଇଛି କି ନାହିଁ ଜାଣିବା ପାଇଁ ସଂଯୋଗ ସୁରକ୍ଷା ବିବରଣୀ ସମୀକ୍ଷା କରନ୍ତୁ। ଆପଣ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍‌ଗୁଡ଼ିକ ସହିତ ଆଦାନପ୍ରଦାନ କରୁଥିବା ଡେଟାକୁ ସେଗୁଡ଼ିକ ମାସ୍କ୍‌ କରିପାରିବେ, ଯାହାଦ୍ୱାରା କେବଳ ଆପଣ ଏବଂ ସେମାନେ ଏହାକୁ ଦେଖିପାରିବେ। ଅନ୍ଯ ଜଣଙ୍କୁ “ଗୋପନରେ ଦେଖିବା”ରୁ ବାରଣ କରିବା ପାଇଁ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍‌ ବ୍ଯବହାର କରିବା ଗୁରୁତ୍ୱପୂର୍ଣ୍ଣ।

Safariରେ ପେଜ୍ ସେଟିଂସ୍ ମେନ୍ଯୂ ଖୋଲା ଅଛି ଏବଂ ପେଜ୍ ମଝିରେ ସଂଯୋଗ ସୁରକ୍ଷା ବିବରଣୀ କଣ୍ଟ୍ରୋଲ୍ ଅଛି।
  1. ଆପଣଙ୍କ iPhoneରେ Safari ଆପ୍ କୁ ଯାଆନ୍ତୁ।

  2. ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ, ସର୍ଚ୍ଚ୍‌ ଫିଲ୍ଡ୍‌ର ବାମ ପାର୍ଶ୍ୱରେ “ପୃଷ୍ଠା ସେଟିଂସ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ବିବରଣୀ” ବଟନ୍‌ରେ ଟାପ୍‌ କରନ୍ତୁ।

  3. “ସଂଯୋଗ ସୁରକ୍ଷା ବିବରଣୀ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.