ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଏକ ପଏଣ୍ଟର୍ ଡିଭାଇସ୍ ସହିତ iPhoneରେ VoiceOver ବ୍ଯବହାର କରନ୍ତୁ

ଯଦି ଆପଣ iPhone ସହିତ ଏକ ପଏଣ୍ଟର୍ ଡିଭାଇସ୍ ବ୍ଯବହାର କରନ୍ତି, ତେବେ ଏହା VoiceOver ସହିତ କିପରି କାର୍ଯ୍ଯ କରେ ତାହା ଆପଣ ଆଡ୍‌ଜଷ୍ଟ୍‌ କରିପାରିବେ।

  1. ସେଟିଂସ୍  > ଆକ୍ସେସିବିଲିଟି > VoiceOverକୁ ଯାଆନ୍ତୁ।

  2. ପଏଣ୍ଟର୍ କଣ୍ଟ୍ରୋଲ୍‌ ତଳେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏରେ ଟାପ୍‌ କରନ୍ତୁ:

    • ପଏଣ୍ଟର୍: VoiceOver କର୍ସର୍‌କୁ ଅଣଦେଖା କରିବା, ଅନୁସରଣ କରିବା କିମ୍ବା ମୂଭ୍‌ କରିବା ପାଇଁ ପଏଣ୍ଟର୍ ସେଟ୍ କରନ୍ତୁ।

    • ପଏଣ୍ଟର୍ ଅଧୀନରେ କୁହନ୍ତୁ: ପଏଣ୍ଟର୍ ତଳେ ଆଇଟମ୍ କହିବା ପାଇଁ ଆପଣ “ଡିଲେ”କୁ ଆଡ୍‌ଜଷ୍ଟ୍‌ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.