ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଏକ FaceTime କଲ୍ କରନ୍ତୁ କିମ୍ବା ମେସେଜ୍‌କୁ ସ୍ୱିଚ୍ କରନ୍ତୁ

ଆପଣ ଯେକୌଣସି ସମୟରେ FaceTime ଆପ୍‌ ରେ ଏକ କଲ୍ ଛାଡ଼ି ପାରିବେ କିମ୍ବା ଆପଣଙ୍କ ବାର୍ତ୍ତାଳାପକୁ ମେସେଜ୍‌କୁ ସ୍ବିଚ୍ କରିପାରିବେ।

ଏକ FaceTime କଲ୍ ଛାଡି ଯାଆନ୍ତୁ

FaceTime କଣ୍ଟ୍ରୋଲ୍‌ଗୁଡ଼ିକ ଦେଖାଇବାକୁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ (ଯଦି ସେମାନେ ଦେଖା ଯାଉ ନାହାନ୍ତି), ତା'ପରେ “କଲ୍ ଛାଡ଼ି ଯାଆନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ଏକ ମେସେଜ୍ ବାର୍ତ୍ତାଳାପକୁ ସ୍ୱିଚ୍ କରନ୍ତୁ

କଲ୍‌ରେ ଥିବା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏକ ମେସେଜ୍‌ ଥ୍ରେଡ୍‌କୁ ଯିବାକୁ, FaceTime କଣ୍ଟ୍ରୋଲ୍‌ଗୁଡ଼ିକ (ଯଦି ସେମାନେ ଦେଖାଯାଉ ନାହାନ୍ତି) ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, କଣ୍ଟ୍ରୋଲ୍‌ର ଶୀର୍ଷରେ ଥିବା “ସୂଚନା” ବଟନ୍‌ରେ ଟାପ୍ କରନ୍ତୁ, ତାପରେ ମେସେଜ୍‌ କିମ୍ୱା “ମେସେଜ୍ ଖୋଲନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.