ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ୟୁଜର୍ ଗାଇଡ୍

iPhone ବିଷୟରେ ଆପଣଙ୍କୁ ଯାହା କିଛି ଜାଣିବା ଆବଶ୍ଯକ

ଆପଣଙ୍କ iPhone ପ୍ରଥମେ ଚାଲୁ କରିବା ସମୟର “ନମସ୍କାର” ସ୍କ୍ରୀନ୍।

ଆରମ୍ଭ କରନ୍ତୁ

ଆପଣଙ୍କ ନୂଆ iPhoneର ବ୍ୟବହାର ଆରମ୍ଭ କରିବା ପୂର୍ବରୁ କିଛି ମୌଳିକ ଫୀଚର୍ ସେଟ୍ ଅପ୍ କରନ୍ତୁ।

ସେଟ୍ଅପ୍ ବିଷୟରେ ସାଧାରଣ ଧାରଣା

iPhone ହୋମ୍ ସ୍କ୍ରୀନ୍। ଆପ୍‌ଗୁଡ଼ିକ ସ୍କ୍ରୀନ୍‌ର ନିମ୍ନରେ ସମାନ ରଙ୍ଗରେ ଦେଖାଯାଉଛି ଏବଂ ୱାଲ୍‌ପେପର୍ ଫଟୋର ରଙ୍ଗକୁ ପରିପୂରକ କରୁଛି।

ଏକ ପର୍ସନଲ୍‌ ଟଚ୍‌ ଯୋଡ଼ନ୍ତୁ

ଆପଣଙ୍କ iPhone ଆପଣଙ୍କ ପର୍ସନଲ୍‌ ଷ୍ଟାଇଲ୍ ଏବଂ ପ୍ରାଥମିକତାକୁ ପ୍ରତିଫଳିତ କରିପାରେ। ଲକ୍ ସ୍କ୍ରୀନ୍‌ରେ ଆପଣଙ୍କ ଫେଭରିଟ୍‌ ଫଟୋଗୁଡ଼ିକ ପ୍ରଦର୍ଶନ କରନ୍ତୁ, ହୋମ୍ ସ୍କ୍ରୀନ୍‌ରେ ୱିଜେଟ୍ ଯୋଡ଼ନ୍ତୁ, ଟେକ୍ସ୍‌ଟ୍ ସାଇଜ୍‌, ରିଂଟୋନ୍‌କୁ ଆଡ୍‌ଜଷ୍ଟ୍‌ କରନ୍ତୁ।

ଆପଣଙ୍କର iPhoneକୁ ନିଜର କରନ୍ତୁ

କ୍ୟାମେରା ସ୍କ୍ରୀନ୍‌ ଫଟୋ ମୋଡ୍‌ରେ, କ୍ୟାମେରା ଫ୍ରେମ୍‌ରେ ଚାରି ଜଣ ଲୋକଙ୍କୁ ଦେଖାଉଛି।

ଆପଣଙ୍କର ସର୍ବୋତ୍ତମ ଶଟ୍‌ ଉଠାନ୍ତୁ

ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି, ପ୍ରତିଟି ମୁହୂର୍ତ୍ତଟିକୁ କ୍ୟାପ୍ଚର୍ କରିବା ପାଇଁ ଆପଣଙ୍କ iPhone ବ୍ୟବହାର କରନ୍ତୁ। ବିମାନରେ ଉଡ଼ିବା ସମୟରେ କିପରି ଫଟୋ ଏବଂ ଭିଡିଓ ନେବେ ଏବଂ ଆପଣଙ୍କ iPhoneରେ ଅନ୍ୟ କ୍ୟାମେରାର ଫୀଚର୍‌କୁ କିପରି ବ୍ଯବହାର କରିବେ ଜାଣନ୍ତୁ।

ଉତ୍ତମ ଫଟୋ ଏବଂ ଭିଡିଓ ଉଠାନ୍ତୁ

ଏକ FaceTime କଲ୍।

ସଂଯୁକ୍ତ ରୁହନ୍ତୁ

iPhone ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ପାଖରେ ପହଞ୍ଚିବା ସହଜ କରିଥାଏ। ସେମାନଙ୍କୁ ଆପଣଙ୍କ କଣ୍ଟାକ୍ଟ୍‌ରେ ଯୋଡ଼ନ୍ତୁ ଯାହା ଦ୍ୱାରା ଆପଣ ଆବଶ୍ୟକ କରୁଥିବା ସମୟରେ ସେମାନଙ୍କର ସୂଚନା ପାଇପାରିବେ—ତା'ପରେ ଟେକ୍ସ୍‌ଟ୍ ମେସେଜ୍‌, ଫୋନ୍ କଲ୍ କିମ୍ୱା FaceTime ସହିତ ଯୋଗାଯୋଗ କରନ୍ତୁ।

ବନ୍ଧୁ ଏବଂ ପରିବାର ସହ ଯୋଗାଯୋଗରେ ରୁହନ୍ତୁ

ସେଟିଂସ୍‌ରେ ଫ୍ୟାମିଲି ଶେୟରିଂ ସ୍କ୍ରୀନ୍। ପରିବାରର ପାଞ୍ଚ ଜଣ ସଦସ୍ଯଙ୍କୁ ତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ନାମ ତଳେ ପରିବାର ଚେକ୍‌ଲିଷ୍ଟ୍ ଏବଂ ତା’ର ନିମ୍ନରେ ସବ୍‌ସ୍କ୍ରିପ୍ସନ୍ ଏବଂ କ୍ରୟ ଶେୟର୍ କରିବା ପାଇଁ ବିକଳ୍ପ ଅଛି।

ପରିବାରର ସମସ୍ତେ

ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନେ ଯୋଗ୍ୟ ଆପ୍ କ୍ରୟ କରିବା, ଆପଣଙ୍କ ଲୋକେଶନ୍‌ ଏବଂ ଏପରିକି ସ୍ୱାସ୍ଥ୍ୟ ଡେଟା ଶେୟର୍‌ କରିବା ପାଇଁ ଫ୍ୟାମିଲି ଶେୟରିଂ ବ୍ୟବହାର କରିପାରିବେ। ଯଦି ଆପଣ ନିଜର ପାସ୍‌କୋଡ୍‌ ଭୁଲିଯାଆନ୍ତି ତେବେ ଆପଣଙ୍କ iPhoneର ଆକ୍ସେସ୍ ପୁଣି ପାଇବାରେ ସହାୟତା କରିବା ପାଇଁ ଆପଣ ପରିବାରର ଜଣେ ସଦସ୍ୟ କିମ୍ବା ବିଶ୍ୱସ୍ତ ବ୍ଯକ୍ତିଙ୍କୁ ମଧ୍ୟ ବାଛିପାରିବେ।

ଆପଣଙ୍କ ପରିବାର ସହିତ ଫୀଚର୍ ଶେୟର୍‌ କରନ୍ତୁ

ହୋମ୍ ଆପ୍‌ରେ ମୋ ହୋମ୍ ସ୍କ୍ରୀନ୍।

ଆପଣଙ୍କ ଦିନକୁ ସହଜ କରନ୍ତୁ

ଆପଣଙ୍କ iPhoneରେ ଥିବା ଆପ୍‌କୁ ଆପଣ ଅଧିକାଂଶ ସମୟରେ ଯାଉଥିବା ସ୍ଥାନକୁ ଦିଗନିର୍ଦ୍ଦେଶ କରିବା, ସକାଳର କଫି ପାଇଁ ପେମେଣ୍ଟ୍‌ ଦେବା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଆପଣଙ୍କୁ ମନେ ପକାଇବା, ଏପରିକି ଘରୁ ବାହାରିବା ସମୟରେ ଆପଣଙ୍କ ମୂଖ୍ଯ କବାଟକୁ ସ୍ୱୟଂଚାଳିତ ଭାବେ ଲକ୍ କରିବା ପାଇଁ କିପରି ବ୍ୟବହାର କରିବେ ଜାଣନ୍ତୁ।

ନିଜ ଦୈନନ୍ଦିନ ରୁଟିନ୍ ପାଇଁ iPhone ବ୍ୟବହାର କରନ୍ତୁ

ଏକ iPhone ସ୍କ୍ରୀନ୍ ବ୍ଯାଟରି 100% ଚାର୍ଜ ହୋଇଥିବା ଦେଖାଉଛି।

ପ୍ରୋ ଟିପ୍ସ୍

ଆପଣଙ୍କ iPhoneକୁ ସୁରକ୍ଷିତ ରଖିବା ପାଇଁ Apple ସହାୟତା ଉପଦେଷ୍ଟାଙ୍କ ଏହି ଟିପ୍ସ୍‌ଗୁଡ଼ିକ ଯାଞ୍ଚ କରନ୍ତୁ ଏବଂ ଆପଣ ଏଥିରେ ରଖିଥିବା ସୂଚନା ନିରାପଦ ଏବଂ ସୁରକ୍ଷିତ ରଖନ୍ତୁ।

Apple ସହାୟତାରୁ ବିଶେଷଜ୍ଞଙ୍କ ପରାମର୍ଶ

iPhone ୟୁଜର୍ ଗାଇଡ୍ ଏକ୍ସ୍‌ପ୍ଲୋର୍ କରିବାକୁ, ପୃଷ୍ଠାର ଶୀର୍ଷରେ ଥିବା ବିଷୟସୂଚୀରେ କ୍ଲିକ୍ କରନ୍ତୁ କିମ୍ୱା ସର୍ଚ୍ଚ୍ ଫିଲ୍ଡ୍‌ରେ ଏକ ଶବ୍ଦ କିମ୍ୱା ବାକ୍ୟାଂଶ ଲେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.