ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଫଟୋ ଆପ୍‌ରେ ଜଣେ ବ୍ୟକ୍ତିଙ୍କୁ କିମ୍ବା ଛୁଟିଦିନକୁ କମ୍ ଫୀଚର କରନ୍ତୁ

ଆପଣଙ୍କ ମେମୋରିରେ, ଫୀଚର୍ ହୋଇଥିବା ଫଟୋରେ ଏବଂ ଫଟୋ ୱିଜେଟ୍‌ରେ କିଛି ଲୋକ, ଦିନ ଏବଂ ଛୁଟିଦିନକୁ କମ୍ ଦେଖାଇବା ପାଇଁ ଆପଣ ଫଟୋ ଆପ୍‌ ସେଟ୍ କରିପାରିବେ। ଆପଣ ଫଟୋ ଆପ୍ ଏବଂ ନିଜ iPhone ହୋମ୍ ସ୍କ୍ରୀନ୍‌ରେ ଥିବା ୱିଜେଟ୍‌ରେ ମେମୋରି ଏବଂ ଫୀଚର୍ ହୋଇଥିବା ଫଟୋଗୁଡ଼ିକୁ ମଧ୍ୟ ବନ୍ଦ କରିପାରିବେ।

ଜଣେ ବ୍ୟକ୍ତିଙ୍କୁ କମ୍ ଥର ଦେଖାନ୍ତୁ କିମ୍ୱା ଆଦୌ ଦେଖାନ୍ତୁ ନାହିଁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଆପଣ କମ୍ ଥର ଦେଖାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଫଟୋ ଖୋଲନ୍ତୁ।

  3. “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ“ଏହି ବ୍ୟକ୍ତିଙ୍କୁ କମ୍ ଫୀଚର୍ କରନ୍ତୁ”ରେ ଟାପ୍‌ କରନ୍ତୁ।

  4. “ଏହି ବ୍ୟକ୍ତିଙ୍କୁ କମ୍ ଫୀଚର୍ କରନ୍ତୁ” ବାଛନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

  5. “ସୁନିଶ୍ଚିତ କରନ୍ତୁ”ରେ ଟାପ୍ କରନ୍ତୁ।

ଛୁଟିଦିନର ମେମୋରି ବନ୍ଦ କରନ୍ତୁ

ଆପଣ ନିଜ ଦେଶ କିମ୍ବା ଅଞ୍ଚଳରେ ଛୁଟିଦିନ ଇଭେଣ୍ଟ୍‌ ଫୀଚର୍ କରୁଥିବା ସମସ୍ତ ମେମୋରି ବନ୍ଦ କରିପାରିବେ।

  1. ସେଟିଂସ୍‌  > ଆପ୍‌ > ଫଟୋକୁ ଯାଆନ୍ତୁ।

  2. ଶୋ’ଛୁଟିଦିନ ଇଭେଣ୍ଟ୍ ବନ୍ଦ କରନ୍ତୁ।

ମେମୋରି ଏବଂ ଫୀଚର୍ ହୋଇଥିବା ଫଟୋ ବନ୍ଦ କରନ୍ତୁ

ଆପଣ ଫଟୋ ଆପ୍ ଏବଂ ଫଟୋ ୱିଜେଟ୍‌ରେ ମେମୋରି ଏବଂ ଫୀଚର୍ ହୋଇଥିବା ଫଟୋଗୁଡ଼ିକୁ ବନ୍ଦ କରିପାରିବେ।

  1. ସେଟିଂସ୍‌  > ଆପ୍‌ > ଫଟୋକୁ ଯାଆନ୍ତୁ।

  2. “ଫୀଚର୍ ହୋଇଥିବା ବିଷୟବସ୍ତୁ ଦେଖାନ୍ତୁ”କୁ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.