ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ HTTP ବ୍ଯବହାର କରୁଥିବା ଓ୍ବେବ୍‌ସାଇଟ୍‌ ଭିଜିଟ୍ କରିବା ସମୟରେ ଏକ ଚେତାବନୀ ପ୍ରାପ୍ତ କରନ୍ତୁ

Safariକୁ ଏବଂ ସେଥିରୁ ସୂଚନା ପଠାଇବା ପାଇଁ ଓ୍ବେବ୍‌ସାଇଟ୍‌ଗୁଡ଼ିକ HTTP କିମ୍ବା HTTPS ବ୍ଯବହାର କରେ; HTTP ଏକ ସୁରକ୍ଷିତ ସଂଯୋଗ ପ୍ରଦାନ କରେ ନାହିଁ।

iOS 18.2 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ, ଆପଣ HTTP ବ୍ଯବହାର କରୁଥିବା ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ଭିଜିଟ୍ କରିବା ସମୟରେ ଏକ ଏକ ଚେତାବନୀ ପାଇବା ପାଇଁ ଚୟନ କରିପାରିବେ।

ସେଟିଂସ୍‌ରେ Safari ସ୍କ୍ରୀନ୍‌ର ଗୋପନୀୟତା ଓ ସୁରକ୍ଷା ତଳେ ଅସୁରକ୍ଷିତ ସଂଯୋଗ ଚେତାବନୀ କଣ୍ଟ୍ରୋଲ୍ ଅଛି।
  1. ସେଟିଂସ୍‌  > ଆପ୍‌ > Safariକୁ ଯାଆନ୍ତୁ।

  2. ଗୋପନୀୟତା ଓ ସୁରକ୍ଷା ତଳେ, “ସୁରକ୍ଷିତ ସଂଯୋଗ ନୁହେଁ” ଚେତାବନୀ ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.