ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ HTTP ବ୍ଯବହାର କରୁଥିବା ଓ୍ବେବ୍‌ସାଇଟ୍ ଭିଜିଟ୍ କରିବା ସମୟରେ ଏକ ଚେତାବନୀ ପ୍ରାପ୍ତ କରନ୍ତୁ

Safari କୁ ଏବଂ ସେଥିରୁ ସୂଚନା ପଠାଇବା ପାଇଁ ଓ୍ବେବ୍‌ସାଇଟ୍‌ଗୁଡ଼ିକ HTTP କିମ୍ବା HTTPS ବ୍ଯବହାର କରେ; HTTP ଏକ ସୁରକ୍ଷିତ ସଂଯୋଗ ପ୍ରଦାନ କରେ ନାହିଁ।

HTTP ବ‍୍ୟବହାର କରୁଥିବା ୱେବ୍‌ସାଇଟ୍‌କୁ ଭିଜିଟ୍ କରିବା ସମୟରେ ଆପଣ ଏକ ଚେତାବନୀ ପ୍ରାପ୍ତ କରିବା ପାଇଁ ବାଛିପାରିବେ।

ସେଟିଂସ୍‌ରେ Safari ସ୍କ୍ରୀନ୍‌ର ଗୋପନୀୟତା ଓ ସୁରକ୍ଷା ତଳେ ଅସୁରକ୍ଷିତ ସଂଯୋଗ ଚେତାବନୀ କଣ୍ଟ୍ରୋଲ୍ ଅଛି।
  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. ଗୋପନୀୟତା ଓ ସୁରକ୍ଷା ତଳେ, “ସୁରକ୍ଷିତ ସଂଯୋଗ ନୁହେଁ” ଚେତାବନୀ ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.