ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ ସହିତ ଶେୟର୍ କରାଯାଇଥିବା ମ୍ଯୁଜିକ୍ ଖୋଜନ୍ତୁ

ଜଣେ ବନ୍ଧୁ ଆପଣଙ୍କ ସହିତ ମେସେଜ୍ ଆପ୍‌ରେ ମ୍ଯୁଜିକ୍ ଶେୟର୍ କଲେ, ଆପଣ ଏହାକୁ ମ୍ୟୁଜିକ୍ ଆପ୍‌ରେ “ଆପଣଙ୍କ ସହିତ ଶେୟର୍ କରାଯାଇଛି”ରେ ସହଜରେ ଖୋଜି ପାରିବେ।

ଧ‍୍ୟାନ ଦିଅନ୍ତୁ: ସେଟିଂସ୍  > ଆପ୍ > ମେସେଜ୍ > “ଆପଣଙ୍କ ସହିତ ଶେୟର୍ କରାଯାଇଛି”ରେ ମ୍ଯୁଜିକ୍ ଚାଲୁ ହେବା ଆବଶ୍ଯକ ଏବଂ ଆପଣଙ୍କ ବନ୍ଧୁ ଆପଣଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ରହିବା ଆବଶ୍ୟକ।

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ହୋମ୍‌ରେ ଟାପ୍ କରନ୍ତୁ, “ଆପଣଙ୍କ ସହ ଶେୟର୍ କରାଯାଇଛି”ରେ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ ନିମ୍ନରେ ଥିବା ଯେକୌଣସି କାର୍ଯ୍ଯ କରନ୍ତୁ:

    • ଶୁଣିବା ପାଇଁ ଗୀତରେ ଟାପ୍ କରନ୍ତୁ।

    • ମେସେଜ୍ ବ୍ଯବହାର କରି ସେମାନଙ୍କୁ ଉତ୍ତର ଦେବା ପାଇଁ ଗୀତ ଶେୟର୍ କରିଥିବା ବ୍ଯକ୍ତି, ଲୋକ କିମ୍ବା ଗୋଷ୍ଠୀର ନାମରେ ଟାପ୍ କରନ୍ତୁ।

    • ଅନ୍ଯ କାର୍ଯ୍ଯ କରିବା ପାଇଁ ଗୀତକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ—ଉଦାହରଣ ସ୍ୱରୂପ, ଏହାକୁ ଆପଣଙ୍କ ଲାଇବ୍ରେରୀରେ ଯୋଡ଼ନ୍ତୁ, ଷ୍ଟେଶନ୍ ତିଆରି କରନ୍ତୁ, ପ୍ରେରକଙ୍କୁ ଉତ୍ତର ଦିଅନ୍ତୁ କିମ୍ବା ଏହାକୁ କାଢ଼ି ଦିଅନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.