ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone 16 Plus

iPhone 16 Plus ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 16 Plus ର ସାମ୍ନା ପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ଡାହାଣ ପାର୍ଶ୍ୱରେ ସାଇଡ୍ ବଟନ୍ ଏବଂ କ‍୍ୟାମେରା କଣ୍ଟ୍ରୋଲ୍ ଅଛି। USB-C କନେକ୍ଟର୍ ନିମ୍ନ ଭାଗରେ ଅଛି। ବାମ ପାର୍ଶ୍ବରେ, ନିମ୍ନରୁ ଶୀର୍ଷ ପର୍ଯ‍୍ୟନ୍ତ SIM ଟ୍ରେ, ଭଲ‍୍ୟୂମ୍ ବଟନ୍ ଏବଂ କାର୍ଯ‍୍ୟ ବଟନ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 କ‍୍ୟାମେରା କଣ୍ଟ୍ରୋଲ୍

4 USB-C କନେକ୍ଟର୍

5 SIM ଟ୍ରେ (U.S ବାହାରେ କ୍ରୟ କରାଯାଇଥିବା ମଡେଲ୍‌ରେ ଉପଲବ୍ଧ)

6 ଭଲ୍ଯୂମ୍ ବଟନ୍

7 କାର୍ଯ‍୍ୟ ବଟନ୍

iPhone 16 Plus ର ପଛ ପଟ ଦୃଶ୍ଯ। ପଛ କ‍୍ୟାମେରା ଓ ଫ୍ଲାଶ୍ ଶୀର୍ଷ ବାମରେ ଅଛି।

8 ପଛ କ‍୍ୟାମେରା

9 ଫ୍ଲାଶ୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.