ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone 15 Pro

iPhone 15 Pro ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 15 Pro ର ସାମ୍ନାପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ପାର୍ଶ୍ବ ବଟନ୍ ଡାହାଣ ପାର୍ଶ୍ବରେ ଅଛି। USB-C କନେକ୍ଟର୍ ନିମ୍ନ ଭାଗରେ ଅଛି। ବାମ ପାର୍ଶ୍ବରେ, ନିମ୍ନରୁ ଶୀର୍ଷ ପର୍ଯ‍୍ୟନ୍ତ SIM ଟ୍ରେ, ଭଲ‍୍ୟୂମ୍ ବଟନ୍ ଏବଂ କାର୍ଯ‍୍ୟ ବଟନ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 USB-C କନେକ୍ଟର୍

4 SIM ଟ୍ରେ (U.S. ବାହାରେ କ୍ରୟ କରାଯାଇଥିବା ମଡେଲ୍‌ରେ ଉପଲବ୍ଧ)

5 ଭଲ୍ଯୂମ୍ ବଟନ୍

6 କାର୍ଯ‍୍ୟ ବଟନ୍

iPhone 15 Pro ର ପଛପଟ ଦୃଶ୍ଯ। ପଛ କ‍୍ୟାମେରା, ଫ୍ଲାଶ୍ ଏବଂ LiDAR ସ୍କାନର୍ ଶୀର୍ଷ ବାମରେ ଅଛି।

7 ପଛ କ‍୍ୟାମେରା

8 ଫ୍ଲାଶ୍

9 LiDAR ସ୍କାନର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.