iPhone ରେ ଥିବା Siri ସହାୟତାରେ ସୂଚନା ପ୍ରାପ୍ତ କରନ୍ତୁ

ଆପଣ ୱେବ୍‌ରୁ ଆପଣଙ୍କ କଣ୍ଟାକ୍ଟ୍ ଏବଂ ଆପ୍‌ରୁ ସୂଚନା ପାଇବା ପାଇଁ Siri କୁ ବ‍୍ୟବହାର କରିପାରିବେ। ଆପଣ Siri କୁ କୌଣସି ଶବ୍ଦର ବନାନ କିମ୍ବା ଅନୁବାଦ କରିବାକୁ, ଗଣନା ଏବଂ ରୂପାନ୍ତର କରିବାକୁ ଏବଂ ଅନ‍୍ୟାନ‍୍ୟ କାର୍ଯ୍ଯ କରିବାକୁ ମଧ୍ଯ କହିପାରିବେ। ଲୋକେଶନ୍ ସେବା ଚାଲୁ ଥିବା ସମୟରେ, Siri ଆପଣଙ୍କ ନିକଟବର୍ତ୍ତୀ ସ୍ଥାନରେ ଥିବା କଫି ଶପ୍ ଭଳି—ଲୋକେଶନ୍ ଆଧାରରେ ମଧ‍୍ୟ ସୂଚନା ପ୍ରଦାନ କରେ।

ଆପଣଙ୍କ iPhone ରେ, Siri କୁ ସକ୍ରିୟ କରନ୍ତୁ, ତା’ପରେ ଆପଣ କରିପାରୁଥିବା ଅନୁରୋଧ ପାଇଁ ନିମ୍ନରେ ଥିବା ଧାରଣା ଦେଖନ୍ତୁ।

ୱେବ୍‌ରୁ ସୂଚନା ପ୍ରାପ୍ତ କରନ୍ତୁ

  • “What causes a rainbow?”

  • “Who made the first rocket that went to space?”

ବନାନ କିମ୍ବା ଅନୁବାଦ କରନ୍ତୁ

  • “How do you spell [X]?”

  • “How do you say ‘Thank You’ in Mandarin?”

ସମୟ ଏବଂ ସ୍ଥାନ ବିଷୟରେ ପ୍ରଶ୍ନ ପଚାରନ୍ତୁ

  • “What time is it?”

  • “What time is it in London?”

ଆପଣଙ୍କ “ଖୋଜାଖୋଜି” ଆପ୍ ସହିତ ସଂଯୁକ୍ତ ଲୋକ ଏବଂ ଅନ୍ଯ Apple ଡିଭାଇସ୍ ଖୋଜନ୍ତୁ

  • “Where’s Gordon?”

  • “Where’s my iPad?”

ସ୍ପୋର୍ଟ୍ସ୍ ଅପ୍‌ଡେଟ୍ ପ୍ରାପ୍ତ କରନ୍ତୁ

  • “What was the score of last night’s game?”

  • “How are the San Francisco Giants doing this season?”

ଗଣନା ଏବଂ ରୂପାନ୍ତର ପ୍ରାପ୍ତ କରନ୍ତୁ

  • “What’s 18 percent of 225?”

  • “How many centimeters are in an inch?”

ଆପଣଙ୍କ କଣ୍ଟାକ୍ଟ୍ ବିଷୟରେ ସୂଚନା ପ୍ରାପ୍ତ କରନ୍ତୁ

  • “When is my uncle’s birthday?”

  • “Show me Jane’s information”

ପାଣିପାଗ ଯାଞ୍ଚ କରନ୍ତୁ

  • “Hey Siri, what’s the weather for today?”

  • “What’s the weather like in San Francisco?”

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.