ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

CarPlay ସହିତ ଇଣ୍ଟରାକ୍ଟ୍ କରିବା ପାଇଁ ଭଏସ୍ କଣ୍ଟ୍ରୋଲ୍ କମାଣ୍ଡ୍ ବ୍ୟବହାର କରନ୍ତୁ

ଭଏସ୍ କଣ୍ଟ୍ରୋଲ୍ ସହିତ, ଆପଣ CarPlay ଏବଂ ଆପ୍ ନାଭିଗେଟ୍ କରିବାକୁ ଏବଂ CarPlay ଟଚ୍‌ସ୍କ୍ରୀନ୍‌ରେ ଯାହା ଅଛି ତାହା ସହିତ ଇଣ୍ଟରାକ୍ଟ୍ କରିବାକୁ ଆପଣଙ୍କ ଭଏସ୍ ବ୍ୟବହାର କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଭଏସ୍ କଣ୍ଟ୍ରୋଲ୍ କେବଳ ସମର୍ଥିତ ଭାଷାରେ ଉପଲବ୍ଧ। CarPlay କେବଳ ସମର୍ଥିତ ଦେଶ ଏବଂ ଅଞ୍ଚଳରେ ଉପଲବ୍ଧ।

ଭଏସ୍ କଣ୍ଟ୍ରୋଲ୍ ଚାଲୁ କିମ୍ବା ବନ୍ଦ କରନ୍ତୁ

  1. CarPlay ରେ, ସେଟିଂସ୍ > ଆକ୍ସେସିବିଲିଟିକୁ ଯାଆନ୍ତୁ।

  2. ଭଏସ୍ କଣ୍ଟ୍ରୋଲ୍ ଚାଲୁ କିମ୍ବା ବନ୍ଦ କରନ୍ତୁ।

    ଆପଣ ଭଏସ୍ କଣ୍ଟ୍ରୋଲ୍ ଚାଲୁ କଲେ, “ଭଏସ୍ କଣ୍ଟ୍ରୋଲ୍” କମାଣ୍ଡ୍‌ଗୁଡ଼ିକ ଶୁଣୁଛି ବୋଲି ସୂଚାଇବା ପାଇଁ ସାଇଡ୍‌ବାର୍‌ରେ ଭଏସ୍ କଣ୍ଟ୍ରୋଲ୍ ଆଇକନ୍ ଦେଖାଯାଇଥାଏ।

କମାଣ୍ଡ୍ ବ୍ଯବହାର କରିବା ଆରମ୍ଭ କରନ୍ତୁ

CarPlay ରେ ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରିବା ପାଇଁ, କେବଳ ଏକ କମାଣ୍ଡ୍ କୁହନ୍ତୁ।

ଭଏସ୍ କଣ୍ଟ୍ରୋଲ୍: ଉଦାହରଣ ସ୍ୱରୂପ, “ମ୍ଯାପ୍ ଖୋଲନ୍ତୁ”, “ବାମକୁ ପାନ୍ କରନ୍ତୁ” କିମ୍ବା “ପଛକୁ ଯାଆନ୍ତୁ” କୁହନ୍ତୁ।

କ୍ରମାଗତ ଭାବରେ ଏକାଧିକ କମାଣ୍ଡ୍ କହିବା ସମୟରେ, କମାଣ୍ଡ୍ ମଧ୍ଯରେ ପ୍ରାୟ ଅଧା ସେକେଣ୍ଡ୍‌ର ପଜ୍ ଦିଅନ୍ତୁ।

ଭଏସ୍ କଣ୍ଟ୍ରୋଲ୍ ପଜ୍ କରନ୍ତୁ କିମ୍ବା ପୁନଃ ଚାଲୁ କରନ୍ତୁ

ଆପଣଙ୍କ ଦ୍ବାରା କୁହାଯାଇଥିବା ଓ୍ବର୍ଡ୍‌ଗୁଡ଼ିକ କମାଣ୍ଡ୍ ଭାବରେ ବ୍ଯାଖ୍ଯା ହେବା ଚାହୁଁନଥିଲେ ଭଏସ୍ କଣ୍ଟ୍ରୋଲ୍ ପଜ୍ କରନ୍ତୁ। ଆପଣ ପୁଣିଥରେ କମାଣ୍ଡ୍ ଶୁଣିବା ପାଇଁ ପ୍ରସ୍ତୁତ ଥିବା ସମୟରେ ଭଏସ୍ କଣ୍ଟ୍ରୋଲ୍ ପୁନଃ ଚାଲୁ କରନ୍ତୁ।

ଭଏସ୍ କଣ୍ଟ୍ରୋଲ୍: “ଶୁଣିବା ବନ୍ଦ କରନ୍ତୁ” କିମ୍ବା “ଶୁଣିବା ଆରମ୍ଭ କରନ୍ତୁ” କୁହନ୍ତୁ।

ନାଭିଗେଶନ୍ ଏବଂ ଇଣ୍ଟରାକ୍ସନ୍ ପାଇଁ କମାଣ୍ଡ୍

କମାଣ୍ଡ୍

ବର୍ଣ୍ଣନା

“[ଆପ୍] ଖୋଲନ୍ତୁ”

ଏକ ଆପ୍ ଖୋଲନ୍ତୁ।

“ହୋମ୍‌କୁ ଯାଆନ୍ତୁ”

ହୋମ୍ ସ୍କ୍ରୀନ୍‌କୁ ଫେରନ୍ତୁ।

“ପଛକୁ ଫେରନ୍ତୁ”

ପୂର୍ବ ସ୍କ୍ରୀନ୍‌କୁ ଫେରନ୍ତୁ (ବ୍ଯାକ୍ ବଟନ୍ ଥିବା ଆପ୍‌ରେ)।

“[ଆଇଟମ୍]ରେ ଟାପ୍ କରନ୍ତୁ”

ଟଚ୍‌ସ୍କ୍ରୀନ୍‌ରେ ଏକ ଆଇଟମ୍‌ରେ ଟାପ୍ କରନ୍ତୁ।

କେତେକ ଆପ୍‌ରେ, ଯଦି ଆପଣ ନିଶ୍ଚିତ ନୁହଁନ୍ତି ଯେ ଏକ ଲେବଲ୍ ନଥିବା ଆଇଟମ୍‌କୁ କ'ଣ କହିବେ, ତେବେ ଆପଣ ଅନ୍ୟ ଆଇଟମ୍ ତୁଳନାରେ ଏହାର ଅବସ୍ଥିତି ଆଧାରରେ ଏହାକୁ ରେଫର୍ କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ଟେକ୍ସ୍‌ଟ୍ ଲେବଲ୍ ନଥିବା ଆଇକନ୍‌ଗୁଡ଼ିକର ଏକ ଧାଡ଼ି ଦେଖନ୍ତି, ତେବେ ଆପଣ ଧାଡ଼ିର ପ୍ରଥମ କିମ୍ବା ଦ୍ୱିତୀୟ ଆଇକନ୍‌ରେ ଟାପ୍ କରିବାକୁ ଯଥାକ୍ରମେ “ପ୍ରଥମରେ ଟାପ୍ କରନ୍ତୁ” କିମ୍ବା “ଦ୍ୱିତୀୟ ଉପରେ ଟାପ୍ କରନ୍ତୁ” କହି ପାରିବେ।

“ସିଙ୍ଗଲ୍ ଟାପ୍”

ଟଚ୍‌ସ୍କ୍ରୀନ୍‌ରେ ଟାପ୍ କରନ୍ତୁ।

ଏହା ମ୍ୟାପ୍ ଭଳି ଏକ ଆପ୍‌ରେ ଉପଯୋଗୀ ହୋଇପାରେ ଯେଉଁଠାରେ କିଛି ଆଇଟମ୍, କିଛି ସମୟର ନିଷ୍କ୍ରିୟତା ପରେ ଲୁକ୍କାୟିତ ହୋଇଯାଏ। ସ୍କ୍ରୀନ୍‌ରେ ଟାପ୍ କରିବା ଦ୍ୱାରା ଲୁକ୍କାୟିତ ଥିବା ଆଇଟମ୍‌ଗୁଡ଼ିକ ପୁନଃ ଦୃଶ୍ୟମାନ ହୁଏ।

“ଡବଲ୍-ଟାପ୍ କରନ୍ତୁ”

ଟଚ୍‌ସ୍କ୍ରୀନ୍‌ରେ ଡବଲ୍-ଟାପ୍ କରନ୍ତୁ।

ମ୍ଯାପ୍‌ରେ ଜୂମ୍ ଇନ୍ କରିବା ପାଇଁ ମ୍ଯାପ୍ ଭଳି ଏକ ଆପ୍‌ରେ ଏହାକୁ ବ୍ଯବହାର କରାଯାଇପାରିବ।

“[ଆଇଟମ୍]ରେ ଡବଲ୍-ଟାପ୍ କରନ୍ତୁ”

ଟଚ୍‌ସ୍କ୍ରୀନ୍‌ରେ ଏକ ଆଇଟମ୍‌ରେ ଡବଲ୍-ଟାପ୍ କରନ୍ତୁ।

“ବାମକୁ ସ୍ୱାଇପ୍ କରନ୍ତୁ” କିମ୍ବା “ଡାହାଣକୁ ସ୍ୱାଇପ୍ କରନ୍ତୁ”

CarPlay ହୋମ୍ କିମ୍ବା CarPlay Dashboard ରେ ଥିବା ପୃଷ୍ଠାଗୁଡ଼ିକ ମଧ୍ୟରେ ସ୍ୱାଇପ୍ କରନ୍ତୁ।

“ଉପରକୁ ସ୍ୱାଇପ୍ କରନ୍ତୁ” କିମ୍ବା “ତଳକୁ ସ୍ୱାଇପ୍ କରନ୍ତୁ”

ଏକ ଲିଷ୍ଟ୍‌ରେ ଉପରକୁ କିମ୍ବା ତଳକୁ ନାଭିଗେଟ୍ କରନ୍ତୁ।

“ବାମକୁ ପାନ୍ କରନ୍ତୁ”, “ଡାହାଣକୁ ପାନ୍ କରନ୍ତୁ”, “ଉପରକୁ ପାନ୍ କରନ୍ତୁ” କିମ୍ବା “ତଳକୁ ପାନ୍ କରନ୍ତୁ”

ମ୍ଯାପ୍ ଭଳି ଏକ ଆପ୍‌ରେ, ମ୍ଯାପ୍‌ର ଚାରିପାଖରେ ମୂଭ୍ କରନ୍ତୁ।

“Siri ଖୋଲନ୍ତୁ”

Siri (ଷ୍ଟିଅରିଂ ହୁଇଲ୍‌ରେ ଭଏସ୍ କମାଣ୍ଡ୍ ବଟନ୍‌କୁ ଦବାଇବା ପରିବର୍ତ୍ତେ) ସକ୍ରିୟ କରନ୍ତୁ।

ମ୍ଯାପ୍‌ରେ ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରନ୍ତୁ

ଯଦି ଆପଣ CarPlay ରେ ଥିବା ମ୍ଯାପ୍ ଆପ୍‌ରେ ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରନ୍ତି ଏବଂ ଏକ ବଟନ୍‌କୁ କ’ଣ କୁହନ୍ତି ତାହା ଜାଣି ନାହାଁନ୍ତି, ତେବେ ଆପଣ ତଳେ ଟେବୁଲରେ ଥିବା ବଟନ୍ ନାମ ବ୍ଯବହାର କରିପାରିବେ।

ଯଦି ଏକ ବଟନ୍‌ରେ ଏକ ଟେକ୍ସଟ୍ ଲେବଲ୍ ଥାଏ, ତେବେ ବଟନ୍ ନାମ ଭାବରେ ଦେଖାଯାଇଥିବା ଟେକ୍ସଟ୍ ବ୍ଯବହାର କରନ୍ତୁ। ଉଦାହରଣ ସ୍ୱରୂପ, “ଗୋ” ଲେବଲ୍ ଥିବା ଏକ ବଟନ୍‌ରେ ଟାପ୍ କରିବାକୁ, କେବଳ “ଗୋ’ରେ ଟାପ୍ କରନ୍ତୁ" କୁହନ୍ତୁ।

ବଟନ୍

ନାମ

ଜୂମ୍ ଇନ୍ ବଟନ୍।

ଜୂମ୍ ଇନ୍ କରନ୍ତୁ

ଜୂମ୍ ଆଉଟ୍ ବଟନ୍।

ଜୂମ୍ ଆଉଟ୍ କରନ୍ତୁ

“ପ୍ଯାନ୍” ବଟନ୍।

ପ୍ଯାନ୍

ଟ୍ରାକିଂ ବଟନ୍।

ଟ୍ରାକିଂ

ପୂର୍ବାବଲୋକନ ବଟନ୍।

ପୂର୍ବାବଲୋକନ

କିମ୍ବା

ମାର୍ଗର ପୂର୍ବାବଲୋକନ

“ବିସ୍ତାର କରନ୍ତୁ” ବଟନ୍.

ବିସ୍ତାର କରନ୍ତୁ

କିମ୍ବା

ଅପ୍

“ସଂକୁଚିତ କରନ୍ତୁ” ବଟନ୍.

ସଙ୍କୁଚିତ କରନ୍ତୁ

କିମ୍ବା

ଡାଉନ୍

“ବନ୍ଦ କରନ୍ତୁ” ବଟନ୍.

ବନ୍ଦ କରନ୍ତୁ

କିମ୍ବା

ଖାରଜ କରନ୍ତୁ

“ରିପୋର୍ଟ୍ କରନ୍ତୁ” ବଟନ୍।

ରିପୋର୍ଟ୍ କରନ୍ତୁ

ସ୍ପୀକର୍ ବଟନ୍

ସମସ୍ତ ମାର୍ଗଦର୍ଶନ

କିମ୍ବା

ସ୍ପୀକର୍

“କେବଳ ଆଲର୍ଟ୍” ବଟନ୍।

କେବଳ ଆଲର୍ଟ୍

ମ୍ଯୁଟ୍ ବଟନ୍.

କୌଣସି ମାର୍ଗଦର୍ଶନ ନାହିଁ

କିମ୍ବା

ମ୍ୟୂଟ୍ କରନ୍ତୁ

“Siri” ବଟନ୍।

Siri

କିମ୍ବା

ଡିକ୍ଟେଶନ୍

କୀ’ବୋର୍ଡ୍ ବଟନ୍।

କୀ’ବୋର୍ଡ୍

CarPlay ରେ ମ୍ଯାପ୍ ଆପ୍ ବ୍ଯବହାର କରିବା ବିଷୟରେ ଅଧିକ ଜାଣିବା ପାଇଁ CarPlay ସହିତ ଟର୍ନ୍-ବାଇ-ଟର୍ନ୍ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ, ମ୍ଯାପ୍ ଭ୍ଯୁ ପରିବର୍ତ୍ତନ କରନ୍ତୁ ଏବଂ ଟ୍ରାଫିକ୍ ଘଟଣା ରିପୋର୍ଟ୍ କରନ୍ତୁ ଦେଖନ୍ତୁ।

ମ୍ଯୂଜିକ୍‌ରେ ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରନ୍ତୁ

ଯଦି ଆପଣ CarPlay ରେ ଥିବା ମ‍୍ୟୂଜିକ୍ ଆପ୍ରେ ଭଏସ୍ କଣ୍ଟ୍ରୋଲ୍ ବ୍ଯବହାର କରନ୍ତି ଏବଂ ଏକ ବଟନ୍‌କୁ କ’ଣ କୁହନ୍ତି ତାହା ଜାଣି ନାହାଁନ୍ତି, ତେବେ ଆପଣ ନିମ୍ନ ସାରଣୀରେ ଥିବା ବଟନ୍‌ର ନାମ ବ୍ଯବହାର କରିପାରିବେ।

ଯଦି ଏକ ବଟନ୍‌ରେ ଏକ ଟେକ୍ସଟ୍ ଲେବଲ୍ ଥାଏ, ତେବେ ବଟନ୍ ନାମ ଭାବରେ ଦେଖାଯାଇଥିବା ଟେକ୍ସଟ୍ ବ୍ଯବହାର କରନ୍ତୁ। ଉଦାହରଣ ସ୍ୱରୂପ, “ବାତିଲ କରନ୍ତୁ” ଲେବଲ୍‌ରେ ଥିବା ଏକ ବଟନ୍‌ରେ ଟାପ୍ କରିବା ପାଇଁ, କେବଳ କୁହନ୍ତୁ “ବାତିଲ କରିବାକୁ ଟାପ୍ କରନ୍ତୁ”।

ବଟନ୍

ନାମ

“ଚଲାନ୍ତୁ” ବଟନ୍।

ଚଲାନ୍ତୁ

“ପଜ୍ କରନ୍ତୁ” ବଟନ୍।

ପଜ୍ କରନ୍ତୁ

“ଫାଷ୍ଟ୍ ଫର୍‌ୱର୍ଡ୍” ବଟନ୍।

ଫାଷ୍ଟ୍ ଫର୍‌ୱର୍ଡ୍ କରନ୍ତୁ

“ରିୱାଇଣ୍ଡ୍ କରନ୍ତୁ” ବଟନ୍।

ରିୱାଇଣ୍ଡ୍ କରନ୍ତୁ

“ଶଫଲ୍ କରନ୍ତୁ” ବଟନ୍.

ଶଫଲ୍ କରନ୍ତୁ

“ପୁନରାବୃତ୍ତି କରନ୍ତୁ” ବଟନ୍।

ପୁନରାବୃତ୍ତି କରନ୍ତୁ

“ଅଟୋ’ପ୍ଲେ” ବଟନ୍।

ଅଟୋ’ପ୍ଲେ

“ଫେଭରିଟ୍” ବଟନ୍।

ଫେଭରିଟ୍

ଅଧିକ ବଟନ୍।

ଅଧିକ

“ପଛକୁ ଯାଆନ୍ତୁ” ବଟନ୍।

ପଛକୁ ଯାଆନ୍ତୁ

ଲିଷ୍ଟ୍ ବଟନ୍।

ଲିଷ୍ଟ୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.