CarPlay ରେ ଲାଇଭ୍ କାର୍ଯ‍୍ୟକଳାପ ଦେଖନ୍ତୁ

ଆପଣ CarPlay Dashboard ରେ ଆପ୍ କାର୍ଯ୍ୟକଳାପକୁ ଦେଖିପାରିବେ ଯାହା ଦ୍ୱାରା ଆପଣ ସହଜରେ ସେଗୁଡ଼ିକର ଅଗ୍ରଗତି ଅନୁସରଣ କରିପାରିବେ—ଉଦାହରଣ ସ୍ୱରୂପ, ମ୍ୟାପ୍ ଆପ୍‌ରେ ଦିଗ, ଲାଇଭ୍ ସ୍ପୋର୍ଟ୍ସ୍ ଅପ୍‌ଡେଟ୍, ଖାଦ୍ୟ ଡିଲିଭରି ଆକଳନ ଇତ‍୍ୟାଦି। ଏଗୁଡ଼ିକ ହେଉଛି ସେହି ସମାନ ଲାଇଭ୍ କାର୍ଯ‍୍ୟକଳାପ ସେଟିଂସ୍ ଯାହା ଆପଣ iPhone ରେ ଦେଖନ୍ତି, କିନ୍ତୁ ଆପଣ ସେଗୁଡ଼ିକୁ ଆଡଜଷ୍ଟ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ଆପଣ ସେଟିଂସ୍‌ରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ଲାଇଭ୍ କାର୍ଯ‍୍ୟକଳାପ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.