iPhone ରେ Apple Games ଆପ୍‌ରେ ଏକ ଗେମ୍‌ରେ ଏକ ସମସ୍ୟା ରିପୋର୍ଟ୍ କରନ୍ତୁ

ଆପଣ ଆପଣଙ୍କ iPhone ରେ Apple Games ଆପ୍‌ରୁ ଡାଉନ୍‌ଲୋଡ୍ କରିଥିବା ଏକ ଗେମ୍ ସହିତ ଏକ ସମସ୍ଯାର ରିପୋର୍ଟ୍ କରିପାରିବେ। ଆପଣ ରୀଫଣ୍ଡ୍ ପାଇଁ ମଧ୍ଯ ଅନୁରୋଧ କରିପାରିବେ।

  1. ଆପଣଙ୍କ iPhone ରେ, reportaproblem.apple.com କୁ ଯାଆନ୍ତୁ, ତା’ପରେ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ।

  2. “ମୁଁ ଚାହୁଁଛି”ରେ ଟାପ୍ କରନ୍ତୁ, ପପ୍-ଅପ୍ ମେନ‍୍ୟୂରୁ ଏକ ବିକଳ୍ପ ବାଛନ୍ତୁ।

  3. ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.