ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ Freeform ବୋର୍ଡ୍ ଖୋଜନ୍ତୁ

ଆପଣ ହାତଲେଖା ଟେକ୍ସ୍‌ଟ୍, ଷ୍ଟିକି ନୋଟ୍, ଟେକ୍ସ୍‌ଟ୍ ବକ୍ସ୍, ଆକୃତି ଏବଂ ଫାଇଲ୍ ନାମ ପାଇଁ ନିଜର ସମସ୍ତ Freeform ବୋର୍ଡ୍ ସର୍ଚ୍ଚ୍ କରିପାରିବେ।

  1. ଆପଣଙ୍କ iPhone ରେ Freeform ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ବୋର୍ଡ୍ ଭିତରେ ସର୍ଚ୍ଚ୍ କରନ୍ତୁ: ଶୀର୍ଷରେ ଥିବା ଅଧିକ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଖୋଜନ୍ତୁ”ରେ ଟାପ୍ କରନ୍ତୁ।

    • ସମସ୍ତ ବୋର୍ଡ୍ ସର୍ଚ୍ଚ୍ କରନ୍ତୁ: ସମସ୍ତ ବୋର୍ଡ୍ ସ୍କ୍ରୀନ୍‌ର ଶୀର୍ଷରେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ। ଟେକ୍ସ୍‌ଟ୍‌କୁ ଧାରଣ କରିଥିବା ଯେକୌଣସି ବୋର୍ଡ୍ ସର୍ଚ୍ଚ୍ ଫଳାଫଳରେ ଦେଖାଯିବ।

      (ଯଦି ଆପଣ ଏକ ବୋର୍ଡ୍‌ରେ ଅଛନ୍ତି, ତେବେ ସମସ୍ତ ବୋର୍ଡ୍‌ରେ ସର୍ଚ୍ଚ୍ ଆକ୍ସେସ୍ କରିବାକୁ “ପଛକୁ ଯାଆନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।)

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.