ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone 12 Pro Max

iPhone 12 Pro Max ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 12 Pro Max ର ସାମ୍ନା ପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ପାର୍ଶ୍ବ ବଟନ୍ ଡାହାଣ ପାର୍ଶ୍ବରେ ଅଛି। Lightning କନେକ୍ଟର୍ ନିମ୍ନରେ ଅଛି। ବାମ ପାର୍ଶ୍ୱରେ, ନିମ୍ନରୁ ଶୀର୍ଷ ପର୍ଯ୍ଯନ୍ତ SIM ଟ୍ରେ, ଭଲ୍ଯୂମ୍ ବଟନ୍ ଏବଂ ରିଂ/ସାଇଲେଣ୍ଟ୍ ସ୍ବିଚ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 Lightning କନେକ୍ଟର୍

4 SIM ଟ୍ରେ

5 ଭଲ୍ଯୂମ୍ ବଟନ୍

6 ରିଂ/ସାଇଲେଣ୍ଟ୍ ସ୍ବିଚ୍

iPhone 12 Pro Max ର ପଛପଟ ଦୃଶ୍ଯ। ପଛ କ‍୍ୟାମେରା, ଫ୍ଲାଶ୍ ଏବଂ LiDAR ସ୍କାନର୍ ଶୀର୍ଷ ବାମରେ ଅଛି।

7 ପଛ କ‍୍ୟାମେରା

8 ଫ୍ଲାଶ୍

9 LiDAR ସ୍କାନର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.