ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମ୍ଯାପ୍‌ରେ ସ୍ଥାନ ଶେୟର୍ କରନ୍ତୁ

ଆପଣ ସ୍ଥାନଗୁଡ଼ିକୁ ଅନ୍ଯମାନଙ୍କ ସହ ଶେୟର୍ କରିପାରିବେ। ଉଦାହରଣ ସ୍ୱରୂପ, ଆପଣଙ୍କୁ କେଉଁଠାରେ ସାକ୍ଷାତ କରିପାରିବେ ତାହା ଲୋକମାନଙ୍କୁ ଦେଖାଇବା ପାଇଁ ଆପଣ ଏକ ମେସେଜ୍ କିମ୍ବା ଇମେଲ୍ ପଠାଇପାରିବେ।

ଟିପ୍‌: ଆପଣଙ୍କ ପାଖରେ ମ୍ଯାପ୍ସ୍ ଆପ୍ ଖୋଲା ନଥିବା ସମୟରେ ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ଶେୟର୍ କରିବାକୁ, କେବଳ ହୋମ୍ ସ୍କ୍ରୀନ୍‌ରେ ମ୍ଯାପ୍ ଆଇକନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ମୋ ଲୋକେଶନ୍ ପଠାନ୍ତୁ”ରେ ଟାପ୍ କରନ୍ତୁ। ଶୀଘ୍ର କାର୍ଯ୍ଯାନୁଷ୍ଠାନ କରନ୍ତୁ ଦେଖନ୍ତୁ।

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ମ୍ଯାପ୍‌ରେ ଏକ ସ୍ଥାନ କିମ୍ବା ସର୍ଚ୍ଚ୍ ଫଳାଫଳରେ ଟାପ୍ କରନ୍ତୁ।

  3. “ଶେୟର୍ କରନ୍ତୁ” ବଟନ୍ (ପ୍ଲେସ୍ କାର୍ଡ୍‌ର ଶୀର୍ଷରେ)ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ଆପଣ ସ୍ଥାନକୁ ମଧ୍ଯ ସ୍ପର୍ଶ କରି ହୋଲ୍ଡ୍ କରିପାରିବେ, ତା’ପରେ “ଲୋକେଶନ୍ ଶେୟର୍ କରନ୍ତୁ”ରେ ଟାପ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.