ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସହାୟତାରେ ଅଧିକ ଘର ଯୋଡ଼ନ୍ତୁ

ଘର ଆପ୍‌ରେ ଆପଣ ଗୋଟିଏରୁ ଅଧିକ ଫିଜିକଲ୍ ସ୍ପେସ୍-ଉଦାହରଣ ସ୍ୱରୂପ, ଗୋଟିଏ ଘର ଏବଂ ଗୋଟିଏ ଛୋଟ ଅଫିସ୍ ଯୋଡ଼ିପାରିବେ।

  1. ଆପଣଙ୍କ iPhone ରେ ଘର ଆପ୍ କୁ ଯାଆନ୍ତୁ।

  2. “ଯୋଡ଼ନ୍ତୁ” ବଟନ୍କୁ ଟାପ୍ କରନ୍ତୁ, ତା’ପରେ “ନୂଆ ଘର ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  3. ଘରର ନାମ ଦିଅନ୍ତୁ, ଏହାର ୱାଲ୍‌ପେପର୍ ବାଛନ୍ତୁ, ତା'ପରେ ସେଭ୍ ଉପରେ ଟାପ୍ କରନ୍ତୁ।

  4. ଅନ୍ୟ ଘରକୁ ସ୍ୱିଚ୍ କରିବା ପାଇଁ “ଅଧିକ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଆପଣ ଚାହୁଁଥିବା ଘର ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.