ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPhone ରେ Apple Watch ସହିତ ଇଣ୍ଟରାକ୍ଟ୍ କରନ୍ତୁ

Apple Watch ମିରରିଂ ଆପଣଙ୍କୁ ନିଜ ପେୟର୍ ହୋଇଥିବା iPhone ରୁ ଆପଣଙ୍କ Apple Watch ସ୍କ୍ରୀନ୍ ଦେଖିବାକୁ ଏବଂ କଣ୍ଟ୍ରୋଲ୍ କରିବାକୁ ଅନୁମତି ଦେଇଥାଏ। Apple Watch ସହିତ ଇଣ୍ଟରାକ୍ଟ୍ କରିବା ପାଇଁ ଆପଣ ନିଜ iPhone ରେ ଟଚ୍ କିମ୍ବା ସହାୟକ ଫୀଚର୍ ଯେପରିକି ଭଏସ୍ କଣ୍ଟ୍ରୋଲ୍, ସ୍ୱିଚ୍ କଣ୍ଟ୍ରୋଲ୍ ଇତ୍ଯାଦି ବ୍ୟବହାର କରିପାରିବେ। (Apple Watch ମିରରିଂ Apple Watch Series 6 ଏବଂ ପରବର୍ତ୍ତୀ ଭର୍ଶନ୍‌ରେ ଉପଲବ୍ଧ ଅଟେ।)

Apple Watch ମିରରିଂ ଚାଲୁ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

  • ସେଟିଂସ୍  > ଆକ୍ସେସିବିଲିଟି > Apple Watch ମିରରିଂକୁ ଯାଆନ୍ତୁ।

  • ଯଦି ଆପଣ ଆକ୍ସେସିବିଲିଟି ଶର୍ଟ୍‌କଟ୍ ସେଟ୍ ଅପ୍ କରନ୍ତି, ତେବେ ଆପଣ ଗୋଟିଏ ବଟନ୍‌ରେ ଟ୍ରିପଲ୍ କ୍ଲିକ୍ କରିପାରିବେ।

Apple Watch ମିରରିଂ ବନ୍ଦ କରିବାକୁ, “ବନ୍ଦ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.